ତାଜା ଖବର ରାଜନୀତି ରାଜ୍ୟ Student Union Elections: ୬୦%ରୁ ଅଧିକ କଲେଜ ଓ ୫୦%ରୁ ଅଧିକ ବିଶ୍ୱବିଦ୍ୟାଳୟରେ ବିଜେଡି ଛାତ୍ର ସଂଗଠନର ବିପୁଳ ବିଜୟ: ନବୀନ ପଟ୍ଟନାୟକ October 17, 2026 Nirvay ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ନେତା ମାନଙ୍କ ଗହଳି ଆଜି ଦିନ ସାରା ନବୀନ ନିବାସ ରେ ଲାଗି ରହିଛି । ରାଜ୍ୟର ବିଭିନ୍ନ ଅଂଚଳର ବିଜୟୀ ବିଜୁ ଛାତ୍ର ଜନତା ଦଳ ନେତା ମାନେ…
ତାଜା ଖବର ରାଜ୍ୟ Odisha Student Union Elections: ଓଡ଼ିଶାର ଛାତ୍ରସଂସଦ ନିର୍ବାଚନରେ ABVPର ବିପୁଳ ବିଜୟ, କାର୍ଯ୍ୟକର୍ତ୍ତାଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ October 17, 2026 Nirvay ଓଡ଼ିଶାର ଛାତ୍ରସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟକୁ ଦେଶର ଯୁବଶକ୍ତିଙ୍କ ମଧ୍ୟରେ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା…
ତାଜା ଖବର ରାଜନୀତି ରାଜ୍ୟ Newly Elected ABVP Student Leaders Meet CM Majhi: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ABVPର ଛାତ୍ର ପ୍ରତିନିଧି October 16, 2026 Papirani ରାଜ୍ୟରେ ଶେଷ ହୋଇଥିବା କଲେଜ ନିର୍ବାଚନ ପରେ ଏବେ ଛାତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ କଲେଜ ନିର୍ବାଚନରେ ବିପୁଳ ସଫଳତା ହାସଲ କରିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନବନିର୍ବାଚିତ ଛାତ୍ର ପ୍ରତିନିଧି ଓ…
ତାଜା ଖବର ରାଜ୍ୟ Election Row in Kendrapada College: କେନ୍ଦ୍ରାପଡ଼ା କଲେଜରେ ଶପଥ ଗ୍ରହଣ ବାତିଲ: ଭୋଟ ଗଣତିରେ ହେରଫେର ଅଭିଯୋଗରେ ABVPର ଧାରଣା October 16, 2026 Papirani କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଏବେ ଛାତ୍ର ନିର୍ବାଚନକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ଶେଷ ହେବା ପରେ ଭୋଟ ଗଣତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଏବଂ ହେରଫେର ହୋଇଥିବା ଅଭିଯୋଗ ଆଣି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର…
ତାଜା ଖବର ରାଜ୍ୟ RD Women’s University Student Union Election: ଅଧରାତିରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଫଳାଫଳ; ବିସିଜେଡିର ବିପୁଳ ବିଜୟ October 16, 2026 Papirani ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନ-୨୦୨୬ର ଫଳାଫଳ ବିଳମ୍ବିତ ରାତି ପ୍ରାୟ ୨:୩୫ ମିନିଟ୍ରେ ପ୍ରକାଶ ପାଇଛି । ବିଭିନ୍ନ ସସପେନ୍ସ ଏବଂ ନାଟକୀୟ ମୋଡ଼ ଭିତରେ ଶେଷରେ ବିଜୁ ଛାତ୍ର ଜନତା ଦଳ…
ତାଜା ଖବର ରାଜ୍ୟ Utkal University Student Elections: ବିଳମ୍ବିିତ ରାତିରେ ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ABVP ର ବାଜିମାତ୍ October 16, 2026 Papirani ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବିପୁଳ ସଫଳତା ହାସଲ କରି କ୍ୟାମ୍ପସରେ ନିଜର ଦବଦବା କାୟମ ରଖିଛି। ମୋଟ ୯ଟି ପଦବୀ ମଧ୍ୟରୁ ୭ଟି ଆସନରେ ABVP ପ୍ରାର୍ଥୀମାନେ ଚିତ୍ତାକର୍ଷକ ବିଜୟ ହାସଲ…
ତାଜା ଖବର ରାଜନୀତି ରାଜ୍ୟ RD University Election: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ର ବାଜିମାତ; ସୋନାଲି ବେହେରା ହେଲେ ସଭାପତି October 15, 2026 Papirani ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ବିଜୟ ହାସଲ କରିଛି। କଡ଼ା ପ୍ରତିଦ୍ୱନ୍ଦ୍ୱିତା ଓ ଛକାପଞ୍ଛା ଭିତରେ BCJD ପ୍ରାର୍ଥୀ ସୋନାଲି ବେହେରା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)…
ତାଜା ଖବର ରାଜନୀତି ରାଜ୍ୟ College Election Results Out: ଆସିଲା କଲେଜ ନିର୍ବାଚନର ଫଳାପଳ; ଅଧିକାଂଶ କଲେଜରେ ABVPର ବାଜିମାତ October 15, 2026 Papirani ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏହି ନିର୍ବାଚନରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥିଲା ଏବଂ…
ତାଜା ଖବର ରାଜନୀତି ରାଜ୍ୟ BCJD President Ipsita Sahoo Detained by Police: ରମାଦେବୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇ ନେଲା ପୋଲିସ October 15, 2026 Papirani ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଭୋଟିଂ ଚାଲିଥିବା ସମୟରେ କ୍ୟାମ୍ପସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନୀ ହିଂସା ଓ ଗଣ୍ଡଗୋଳ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳ (BCJD)ର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ କମିଶନରେଟ୍ ପୋଲିସ…
ତାଜା ଖବର ରାଜ୍ୟ Tension at Vani Vihar Campus: ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ଉତ୍ତେଜନା: ‘‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ବୈଠକରେ ମୁହାଁମୁହିଁ ହେଲେ ABVP ଓ BCJD October 14, 2026 Papirani ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ବୈଠକରେ ଚାଲିଥିବା ସମୟରେ ହଠାତ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଛାତ୍ର ଗୋଷ୍ଠୀ ଏବିଭିପି ଏବଂ ବିସିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି…