Tag: Sikharchandi Hill

2 Wild Elephants Spotted At Shikarchandi: ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ଦୁଇଟି ଦନ୍ତା ହାତୀ ଠାବ

ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରସିଦ୍ଧ ଶିଖରଚଣ୍ଡୀ ପାହାଡ଼ରେ ଆଜି ଦୁଇଟି ଦନ୍ତା ହାତୀ ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ନିକଟସ୍ଥ ଭରତପୁର ଜଙ୍ଗଲରୁ ଏହି ଦୁଇଟି ଦନ୍ତା…