ତାଜା ଖବର ଦେଶ ରାଜ୍ୟ CM Yogi Adityanath’s Mother Savitri Devi Passes Away: ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 20, 2026 Papirani ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ଦେହାନ୍ତ । ଆଜି ଉତ୍ତରାଖଣ୍ଡର ପୌରୀ ଗଡ଼ୱାଲ ଜିଲ୍ଲାର ପୈତୃକ ଗ୍ରାମ ପଞ୍ଚୁରରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…