Tag: Sasmit Patra

Odisha Voter List Revision: ଓଡିଶାରେ ୯.୮ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯାଇଥିବା ଘଟଣା; ନିର୍ବାଚନ କମିଶନକୁ ଚିଠି ଲେଖିଲେ ସାଂସଦ ସସ୍ମିତ ପାତ୍ର

ଓଡ଼ିଶାରେ ୯.୮ ଲକ୍ଷ ଭୋଟରଙ୍କ ନାମ ବାଦ ଦିଆଯିବା ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଚିନ୍ତା ପ୍ରକାଶ କରିଛନ୍ତି। ପ୍ରକ୍ରିୟାଗତ ଅନିୟମିତତାକୁ ଉଲ୍ଲେଖ କରି କୌଣସି ନାମ ବାଦ ଦେବା ପୂର୍ବରୁ ତଦନ୍ତ କରିବାକୁ ସେ ମୁଖ୍ୟ ନିର୍ବାଚନ…

Sasmit Patra’s Letter to Railway Minister: ଦକ୍ଷିଣ ଓଡ଼ିଶାରେ ରେଳ ବିକାଶ ପାଇଁ ରେଳ ମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର। ଦୀର୍ଘକାଳୀନ ଭିତ୍ତିଭୂମି ସମସ୍ୟାକୁ ଉଜାଗର କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଦକ୍ଷିଣ ଓଡ଼ିଶାରେ ରେଳ ବିକାଶ ପାଇଁ ତୁରନ୍ତ ହସ୍ତକ୍ଷେପ…

Sijimali Mining Issue: ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ସସ୍ମିତ ପାତ୍ର

ରାୟଗଡ଼ା ଜିଲ୍ଲା ସିଜିମାଳିରେ ଖଣି ଖନନ ଓ ସଡ଼କ ନିର୍ମାଣକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ ଓ ପୋଲିସର ପକ୍ଷପାତିତା ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡ଼ିଶାର ଆଦିବାସୀଙ୍କ…

Metro Rail Project: ମେଟ୍ରୋ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ରାଜଧାନୀରେ ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ପ୍ରସ୍ତାବିତ ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ବାତିଲ କରିବାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ସସ୍ମିତ ପାତ୍ର…

Naveen Patnaik Accepts Sasmit Patra’s Resignation: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ଗୃହୀତ ହେଲା ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା । ସସ୍ମିତ ପାତ୍ରଙ୍କ ଇସ୍ତଫା ଗ୍ରହଣ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସସ୍ମିତ ପାତ୍ର ଗତକାଲି ବିଜୁ ଜନତା ଦଳର ସଂସଦୀୟ ଦଳ ନେତା…

BJD MP Sasmit Patra Resigns: ସଂସଦର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର

ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସସ୍ମିତ। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ଇସ୍ତଫା ଦେଇଥିବା ଜଣାପଡ଼ିଛି।…

Special Category Status To Odisha: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ନେଇ ଆଜି ବିଜୁ ଜନତା ଦଳ ପ୍ରଶ୍ନ ଉଠାଇବା ସହିତ ରାଜ୍ୟ ସରକାରଙ୍କୁ ଘେରିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ରାଜ୍ୟସଭା…

ରିସ୍କ ନେବାକୁ ଡର, ଅନୁପସ୍ଥିତ ରହିବ ବିଜଦ

ଉପ-ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବିଜୁ ଜନତା ଦଳ । ଏହି ମର୍ମରେ ଦଳର ନିଷ୍ପତ୍ତି ଘୋଷଣା କରିଛନ୍ତି ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର । ଗତ ୫ତାରିଖ ନିର୍ଭୟ ସଂସ୍କରଣରେ ଏହା ହିଁ ପୂର୍ବାନୁମାନ କରାଯାଇଥିଲା। କୌଣସି…

ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନାହିଁ କୌଣସି ନିୟନ୍ତ୍ରଣ: ସସ୍ମିତ ପାତ୍ର 

ରାଜ୍ୟରେ ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଅପରାଧ ପାଇଁ ଆଜି ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରଙ୍କୁ ସମାଲୋଚନା କରିଛନ୍ତି। ୨୧ ଜୁଲାଇ ଠାରୁ ଆରମ୍ଭ ହେଉଥିବା ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ…