ତାଜା ଖବର ରାଜ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ତୀର ଓ ବାଟୁଳି ଧରି ୫ଦିନ ତେବେ ବନ୍ଧୁକ ଧରିଥିଲେ କେତେଦିନ ? September 26, 2024 Papirani ବିଶ୍ବର ସ୍ଥିତି ଦୃତବେଗରେ ବଦଳିବାରେ ଲାଗିଛି । ଭାରତର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଶତ୍ରୁ ରାଷ୍ଟ୍ର ଅସ୍ଥିରତା ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । କେତେବେଳେ ଅପହରଣ ତ ଆଉ କେତେବେଳେ ପଣବନ୍ଦୀ ଘଟଣା ଆସୁଛି ସାମ୍ନାକୁ ।…
ତାଜା ଖବର ରାଜ୍ୟ ବନ୍ଧମୁଣ୍ଡା ଥାନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଆଇଆଇସିଙ୍କ ଅସଦାଚରଣ ଅଭିଯୋଗ September 25, 2024 Papirani ଭରତପୁର ଥାନା ପରେ ଏବେ ରାଉରକେଲାର ବନ୍ଧମୁଣ୍ଡା ଥାନା ଆଇଆଇସିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ । ଅଭିଯୋଗ ପରେ ଆଇଆଇସିଙ୍କୁ ଏସ୍ପି ଅଫିସକୁ ବଦଳି କରାଯାଇଥିବା ସୂଚନା…
ତାଜା ଖବର ରାଜ୍ୟ ରାଉରକେଲାରେ ପୁଣି ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ September 25, 2024 Nirvay ରାଉରକେଲାରେ ପୁଣି ଲଜ୍ଜା। ଥମିବାର ନାଁ ଧରୁନି ମହିଳାଙ୍କୁ ଯୋଉଁ ନିର୍ଯାତନା। ମଙ୍ଗଳବାର ରାତିରେ ରଘୁନାଥପାଲି ଥାନା ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଗତକାଲି…
ତାଜା ଖବର ରାଜ୍ୟ ରାଉରକେଲା ନାବାଳିକା ଗଣଦୁଷ୍କର୍ମ ମାମଲା: ଶିଶୁ ଅଧିକାର ସୁରକ୍ଷା ଆୟୋଗର ହସ୍ତକ୍ଷେପ September 23, 2024 Papirani ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ୩ ଅଧିକାରୀଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍…
ତାଜା ଖବର ରାଜନୀତି ରାଜ୍ୟ ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ July 22, 2024 Papirani ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ । ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ଅନିୟମିତତା ଅଭିଯୋଗ ମାମଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ପ୍ରତିପକ୍ଷ ଦିଲୀପ ରାୟଙ୍କ ମାମଲା…
ତାଜା ଖବର ରାଜ୍ୟ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍: ୮ ଜଣ ଗୁରୁତର July 1, 2024 Papirani ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଘଟିଛି ବଡ ଅଘଟଣ । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା୧୫ରେ ଆରଏସ ପି ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବାର ଖବର ମିଳିଛି। ଏହାଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ୮ ଜଣ ଗୁରୁତରଙ୍କୁ ଆଇସିୟୁରେ…
ରାଜ୍ୟ ରାଉରକେଲାରେ ୬ ଘଣ୍ଟା ଭିତରେ ୧୦ ମୃତ May 30, 2024 Nirvay ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଗୁରୁବାର ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । କିଛି ଗୁରୁତରଙ୍କ ୱାର୍ଡ ଭିତରେ ଚିକିତ୍ସା ଚାଲିଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କଠାରୁ ଏହି ସୂଚନା ଦେଇଛନ୍ତି । ସେ…
ରାଜନୀତି ରାଜ୍ୟ ବିଶାଳ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କଲେ ଦିଲ୍ଲୀପ ରାୟ April 29, 2024 Nirvay ରାଉରକେଲା: ହଜାର ହଜାର ଶୁଭେଛୁ ଓ ସମର୍ଥକଙ୍କ ଗହଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବିଜେପିର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଉରକେଲାରୁ ଦିଲ୍ଲୀପ ୧୯୮୫ ଓ ୧୯୯୦ ମସିହାରେ ବିଧାୟକ ରୂପେ ନିର୍ବାଚିତ…
ରାଜନୀତି ରାଜ୍ୟ ବିରାଟ ଶୋଭାଯାତ୍ରାରେ ରାଉରକେଲା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ April 29, 2024 Nirvay ହଜାର ହଜାର ଶୁଭେଛୁ ଓ ସମର୍ଥକଙ୍କ ଗହଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବିଜେପିର ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଗେଇ ଚାଲିଛନ୍ତି । ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଶାଳ ଜନସମୁଦ୍ର ବିରାଟ ଧ୍ୱନି ଓ…
ରାଜ୍ୟ ଖଣି ଦୁର୍ନୀତି ମାମଲାରେ ଓଡ଼ିଶାର ବିଭିନ୍ନ ଜାଗାରେ ଇଡି ରେଡ୍ March 1, 2024 Nirvay ରାଉରକେଲା: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଲିବୁରୁ ଖଣି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଘରେ ହୋଇଛି ଇଡି ରେଡ୍। ଏହି ପରିପ୍ରେକ୍ଷୀରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ମଧ୍ୟ ED ରେଡ । ଚାଟାର୍ଡ ଆକାଉଣ୍ଟାଣ୍ଟ…