ତାଜା ଖବର ବ୍ୟବସାୟ Govt Allows Duty-Free Import of raw Sugar: ଚିନି ଉପରୁ ହଟିଲା ଆମଦାନୀ ଶୁଳ୍କ August 20, 2026 Papirani ଦେଶର ସ୍ଥାନୀୟ ବଜାରରେ ଚିନି ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।ଦେଶରେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦରଦାମ୍ ବୃଦ୍ଧି ଏବଂ ଖାଉଟି ମହଙ୍ଗା ମାଡ଼କୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ…