Tag: Puri

Dilip Ray Visits Puri: ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ

ରାଜ୍ୟସଭା ନିର୍ବାଚନରେ ବିଜୟ ହାସଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଆଜି ପୁରୀ ଗସ୍ତ କରିଛନ୍ତି। ଜିତିବା ପରେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭାର ନବ ନିର୍ବାଚିତ ସାଂସଦ ଦିଲୀପ ରାୟ…

Banakalagi Ritual: ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ପ୍ରଭୁ ଜଗନ୍ନାଥଙ୍କ ବନକଲାଗି ନୀତି ପାଇଁ, ଆଜି ପୁରୀ ଶ୍ରୀମନ୍ଦିରରେ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ଓଡ଼ିଶାର ଜଗନ୍ନାଥ ଧାମ…

Crowd Surge Near Dola Bedi At Puri: ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା

ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀରେ ବୀଜେ କରିଛନ୍ତି । ଆଜି ଭଗବାନ ଭକ୍ତଙ୍କ ଗହଣରେ ହୋଲି ଖେଳିବେ । ଏଥିପାଇଁ ପ୍ରବଳ ଭକ୍ତଙ୍କ ଭିଡ଼…

Ratna Bhandar: ମାର୍ଚ୍ଚ ୨୫ରୁ ହେବ ରତ୍ନଭଣ୍ଡାର ଗଣତିମଣତି

ପୁରୀରେ ମାର୍ଚ୍ଚ ୨୫ରୁ ହେବ ରତ୍ନଭଣ୍ଡାର ଗଣତିମଣତି । ଦିନ ୧୨ଟା ୨୦ରୁ ୧ଟା ୨୫ ମଧ୍ୟରେ ଶୁଭବେଳା । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି…

Govinda Dwadashi: ଆଜି ପବିତ୍ର ଗୋବିନ୍ଦ ଦ୍ୱାଦଶୀ; ପୁରୀରେ ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ଆଜି ମହୋଦଧୀରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ଉତ୍ସବ ପାଳିତ ହେଉଛି । ପୁରୀ ସମୁଦ୍ରତଟରେ ଭକ୍ତମାନେ ବୁଡ ପକାଉଛନ୍ତି । ଏହି ଦିନରେ ସ୍ନାନ କରିଲେ କୋଟି ପୁଣ୍ୟ ମିଳିବାର ବିଶ୍ୱାସ ରହିଛି । ଫାଲଗୁନ ମାସ ଶୁକ୍ଳପକ୍ଷ ଦ୍ଵାଦଶୀରେ ପଡିଥାଏ…

Ratna Bhandar Inventory In March: ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି

ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ଏହି ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ଛତିଶା ନିଯୋଗ ସହ ଆଲୋଚନା ହୋଇଛି ଏବଂ ଖୁବଶୀଘ୍ର ସମୟ ସ୍ଥିର ହେବ । ମାର୍ଚ୍ଚ…

Ratna Bhandar Review: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ବପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ରତ୍ନଭଣ୍ଡାର ବୈଠକ ଆରମ୍ଭ । ଲୋକସେବା ଭବନ ତୃତୀୟ ମହଲାରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିଛନ୍ତି ।…

Tourist Swept Away In Puri Sea Beach: ପୁରୀ ସମୁଦ୍ରରେ ଭାସିଗଲେ ୫ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ବୁଡ଼ିଗଲେ ପାଞ୍ଚ ଜଣ ପର୍ଯ୍ୟଟକ । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସମୁଦ୍ର କୂଳରେ ସେକ୍ଟର୨ ଓ…

Shri Jagannath Darshan Yojana: ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ତେଣୁ ତାଙ୍କ ଦର୍ଶନ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ। ପ୍ରତିଟି ଓଡିଆ ଯେପରି ଜୀବନରେ ଅନ୍ତତଃ ଥରେ ସମ୍ମାନର ସହ ମହାପ୍ରଭୁଙ୍କ ଦର୍ଶନ ପାଇବେ, ଏହି ଚିନ୍ତାଧାରା ରଖି ଆମ ସରକାର…

Pankodhar Ekadashi Today: ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ

ଦେବ ଦେବ ମହାଦେବ ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଆଜି ସମ୍ପର୍ଣ୍ଣ ହୋଇଛି । ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଯାୟୀ, ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର…