କଣାସରେ ଯୁବକକୁ ହାଣି ବାଇକ ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ପୁରୀ କୋର୍ଟରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍ ହାପି। ଘଟଣାରେ ପୂର୍ବରୁ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବାବେଳେ ରାୟପୁରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାୟପୁରରୁ ବଳରାମକୁ ଗିରଫ କରି ପୁଲିସ୍ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ପୁରୀ ଏସ୍ପି କଣାସ ଥାନାର ୩ ଏଏସ୍ଆଇଙ୍କୁ ମଧ୍ୟ ବଦଳି କରିଛନ୍ତି। Post navigation Ayushman Bharat In Bengal: ବେଙ୍ଗଲରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା VB-G RAM G Act: ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହେବ ଭିବି-ଜି ରାମ୍ ଜି