Tag: Preacher Sharanabinda Ojha

Preacher Sharanabinda Ojha Arrested: ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ; ପ୍ରବଚକ ଶରଣାବିନ୍ଦ ଓଝା ଗିରଫ

ବାୟାବାବାଙ୍କ ଉପରେ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ କରିବା ନାଁରେ ୧୧ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପ୍ରବଚକ ଶରଣାବିନ୍ଦ ଓଝାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ପ୍ରାଥମିକ ତଦନ୍ତ ଓ ପ୍ରମାଣ ସଂଗ୍ରହ ପରେ ପୁଲିସ ତାଙ୍କୁ…