ତାଜା ଖବର ରାଜ୍ୟ Successful Career in Wood Carving: ପିଏମ୍ଇଜିପି ସହାୟତାରେ କାଠ ଖୋଦେଇ ଶିଳ୍ପକୁ ସଫଳ ବ୍ୟବସାୟରେ ପରିଣତ କଲେ ଶୁଭେନ୍ଦୁ November 28, 2026 Nirvay ଇଞ୍ଜିନିୟରିଂ ପାସ୍ ପରେ ଚାକିରି ପଛରେ ନ ଦୌଡ଼ି ନିଜେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖିଥିଲେ ଶୁଭେନ୍ଦୁ କୁମାର ସାହୁ । ତାଙ୍କର ଏହି ନିଆରା ଚିନ୍ତାଧାରା ଆଜି ତାଙ୍କୁ ସଫଳ ଉଦ୍ୟୋଗୀ ଭାବେ ପରିଚିତ କରାଇଛି । ପାରମ୍ପରିକ କାଠ…