Tag: PM Modi

ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ଆଜି ଓଡ଼ିଶା ପହଞ୍ଚିବା ପରେ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ୱାର ରୁମ୍‌, ପ୍ରଚାର, ବୁଥ୍‌ ମ୍ୟାନେଜମେଣ୍ଟ ଆଦିର ସମୀକ୍ଷା କରିଛନ୍ତି ମୋଦୀ। ନିର୍ବାଚନ ପରିଚାଳନା…

ଓଡ଼ିଶାରେ ପହଞ୍ଚିଲେ ମୋଦୀ

ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ବିମାନ ବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ସହ ସ୍ବାଗତ କରାଯାଇଥିଲା। ଏହାପରେ ଆଜି ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସମୀକ୍ଷା…

ଆସନ୍ତା କାଲି ସକାଳ ୭ଟାରେ ଶ୍ରୀଜିଉଙ୍କୁ ଦର୍ଶନ କରି ରୋଡ ସୋ’ କରିବେ ମୋଦୀ

ଆଜି ଓଡ଼ିଶା ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା କାଲି ପୁରୀ ବଡ଼ଦାଣ୍ଡରେ ରୋଡ ସୋ’ କରିବେ ମୋଦୀ। ପୁରୀ ଗସ୍ତକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍ କରି ସବିଶେଷ ସୂଚନା ଦିଆଯାଇଛି। ପ୍ରେସମିଟରେ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ…

ବିଜେଡି ଛାଡିଲେ ସମୀର

ନିମାପଡ଼ାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଯାହା ଅନୁମାନ କରାଯାଉଥିଲା ଆଜି ସେଇଆ ହେଲା ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ…

୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିବେ ମୋଦି

୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିଦିନ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହେବ । ନିର୍ବାଚନକୁ ନେଇ…

ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ

ନିଜକୁ ଅସୁରକ୍ଷିତ ମଣୁଛନ୍ତି ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ମ‌ୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ ଅସୁରକ୍ଷିତ ମଣୁଛି।…

ଓଡ଼ିଶାବାସୀଙ୍କୁ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ମତଦାନ ହେବ। ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଭୋଟ୍ ଗ୍ରହଣ ହେବ। ନିର୍ଦ୍ଧାରଣ ହେବ ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ। ୭ ହଜାର ୩୦୩…

ମେ ୨୦ରେ ପୁରୀରେ ମୋଦିଙ୍କ ରୋଡ ଶୋ

ପୁଣି ମେ ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିବାକୁ ଆସିବେ ମୋଦି। ପୁରୀରେ ବିଶାଳ ରୋଡ୍ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା…

ନବୀନଙ୍କ ଉପରେ ଆକ୍ରମଣ: ଶାହ ଆସିବେ କଣ୍ଟାବାଞ୍ଜି, ନଡ୍ଡା ଆସିବେ ହିଞ୍ଜିଳି

ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ଦଳୀୟ ନେତା। ରାଜ୍ୟ ନେତା ତଥା ବିଜେପି ପ୍ରାର୍ଥୀମାନେ ଦୁଆର ଦୁଆର ଯାଇ ଜନମତ ଲଢ଼ୁଥିବା ବେଳେ କେନ୍ଦ୍ରୀୟ ନେତା ଆସି ମଧ୍ୟ ପ୍ରଚାର କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ…

ଜାଣନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ମୋଦି ପାଦ ଛୁଇଁଥିବା ପୂର୍ଣ୍ଣମାସୀ ଜାନୀ କିଏ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ୨ ଦିନିଆ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ତେବେ କନ୍ଧମାଳ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ କବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ମୋଦି…