ତାଜା ଖବର ରାଜ୍ୟ Plus Two Exam 2027: ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା November 19, 2026 Papirani ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ୨୦୨୭ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା (ଯୁକ୍ତ ୨) ପାଇଁ ଆନୁଷ୍ଠାନିକ ଭାବେ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି. କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ପତ୍ରାଚାର ବିଭାଗର ଲକ୍ଷ ଲକ୍ଷ…