Tag: Parliament

Constitution Amendment Bill: ଲୋକସଭାରେ ଆଗତ ହେଲା ୩ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍

ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ । ୩ଟି ବିଲ୍‌ ଆଗତ କଲେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ । ଗୋଟିଏ ବିଲ୍‌ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହ । ୧୩୧ତମ ସଂଶୋଧନ ବିଲ୍ କୁ ଉପସ୍ଥାପନ…

Pravati Hails Narishakti Vandan Act: ନାରୀଶକ୍ତି ଅଧିବେଶନ ଅମୃତକାଳର ଅମୃତବେଳା: ପ୍ରଭାତୀ ପରିଡା

ଚଳିତ ବର୍ଷ ଏପ୍ରିଲ ୧୬ରୁ ୧୮ ତାରିଖ ଦେଶର ୨୫ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମୃତ ବେଳା ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ସଂସଦରେ ତ୍ରିଦିବସୀୟ ମାତୃଶକ୍ତି…

Women’s Reservation Bill: ଏପ୍ରିଲରେ ହେବ ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବତନ୍ତ୍ର ଅଧିବେଶନ

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଏପ୍ରିଲରେ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣ ବିଲ୍‌ ପାଇଁ ସ୍ବତନ୍ତ୍ର ଅଧିବେଶନ ହେବାକୁ ଯାଉଛି । ବିଲ୍‌କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ । ବିଲ୍‌…

Delhi Bomb Threat: ସଂସଦ ସମେତ ଦିଲ୍ଲୀର ୯ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ

ଦିଲ୍ଲୀ ସଂସଦ ଭବନ ସମେତ ଦିଲ୍ଲୀର ନଅ ସ୍କୁଲକୁ ବୋମା ଧମକ ଆସିଛି । ୧୩ ତାରିଖ ଦିନ ୧ଟା ୧୧ରେ ବିସ୍ଫୋରଣ କରାଇବାକୁ ଖଲିସ୍ତାନ ନାଁରେ ମେଲ୍‌ରେ ବୋମା ଧମକ ଆସିଛି । ଏହି ଧମକ ପରେ ଦିଲ୍ଲୀ ପୋଲିସ,…

Parliament Faceoff: ସଂସଦ ଭବନ ବାହାରେ ମୁହାଁମୁହିଁ ହେଲେ ରାହୁଲ ଗାନ୍ଧି ଓ ରବନୀତ ସିଂ ବିଟ୍ଟୁ

ସଂସଦ ଭବନ ପରିସରରେ ପ୍ରଦର୍ଶନ ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମଧ୍ୟରେ ଯୁକ୍ତିତର୍କ ସ୍ଥିତି ଦେଖିବାକୁ ମିଳିଛି। ବିରୋଧୀଙ୍କ ବିରୋଧ ଯୋଗୁଁ ବୁଧବାର ଲୋକସଭା ମୁଲତବୀ ହେବା ପରେ,…

Budget Session Begins: ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ସଂସଦର ବଜେଟ ଅଧିବେଶନ ଆଜି ଆରମ୍ଭ ହେଉଛି।ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ-ପ୍ରଥମ ପର୍ଯ୍ୟାୟ…

ସଂସଦରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ

ଏଣିକି ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ । ସ୍ୱତନ୍ତ୍ର ସ୍ଥାନରେ ସମ୍ମାନର ସହ ସ୍ଥାନିତ ହେବ ରଥ ଚକ । ଓଡ଼ିଶା ଗସ୍ତରେ…

ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ନିର୍ଯାତନା ନେଇ ସଂସଦ ସମ୍ମୁଖରେ ବିଜେଡ଼ିର ପ୍ରତିବାଦ

ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ନିର୍ଯାତନା ନେଇ ପ୍ରତିବାଦ । ସଂସଦର ଗାନ୍ଧି ମୂର୍ତ୍ତି ନିକଟରେ ପୋଷ୍ଟର ବ୍ୟାନର ଧରି ବିଜେଡି ରାଜ୍ୟସଭା ସାଂସଦଙ୍କ ପ୍ରତିବାଦ । ବିଜେଡି କହିଛି ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡିଛି। ଦୋଷୀକୁ ଧରିବାରେ ରାଜ୍ୟ ସରକାର…

‘ଅପରେସନ୍‌ ସିନ୍ଦୂର’କୁ ନେଇ ସଂସଦରେ ହେବ ୧୬ ଘଣ୍ଟାର ବିତର୍କ

ଅପରେସନ ସିନ୍ଦୂରକୁ ନେଇ ସଂସଦ ଗୃହରେ ୧୬ ଘଣ୍ଟା ଆଲୋଚନା ହେବ ।ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ‘ଅପରେସନ ସିନ୍ଦୂର’କୁ ନେଇ ସଂସଦରେ ହେବ ବିତର୍କ । ଅପରେସନ ସିନ୍ଦୂର ଓ ପହଲଗାମ ନରସଂହାର ଉପରେ ବିରୋଧୀଦଳ ଗୁଡ଼ିକର…

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ଜଗଦୀପ ଧନଖଡ଼ ଆଜି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ଜଗଦୀପ ଧନଖଡ଼ ଇସ୍ତଫା ପତ୍ର ପଠାଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରରେ…