Tag: Pandara Riverfront Project

Pandara Riverfront Project in BBSR:  ରାଜଧାନୀକୁ ମିଳିବ ନୂଆ ପର୍ଯ୍ୟଟନ ଠିକଣା; ୮୦ କୋଟି ଟଙ୍କାର ‘ପାଣ୍ଡରା ରିଭରଫ୍ରଣ୍ଟ’ ପ୍ରକଳ୍ପ

ରାଜଧାନୀ ଭୁବନେଶ୍ୱରର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂତନ ଅଧ୍ୟାୟ। କୁଆଖାଇ ଏବଂ କୁଶଭଦ୍ରା ନଦୀ ମଧ୍ୟରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ଏକ ମନୋରମ ଦ୍ୱୀପକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଓ ସାଂସ୍କୃତିକ ସ୍ଥଳୀରେ ପରିଣତ କରିବା ପାଇଁ…