Tag: Online Cab Driver Protest

Online Auto Association President Arrested: ଫେରାର ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ

ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ହିଂସାତ୍ମକ ଆନ୍ଦୋଳନ ପରଠାରୁ ସେ ଫେରାର୍ ଥିଲେ। ପୁରୀରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଗିରଫ…

Master Canteen Clash: ଲୋୟର ପିଏମଜିରେ ଅନଲାଇନ ଡ୍ରାଇଭରଙ୍କ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି

ଭୁବନେଶ୍ୱର ଲୋୟର ପିଏମଜି ଠାରେ ଘଟିଥିବା ଅନଲାଇନ ଡ୍ରାଇଭରଙ୍କ ହଙ୍ଗାମା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ଏହି ମାମଲାରେ ଗିରଫ ସଂଖ୍ୟା ବୃଦ୍ଧି ପାଇ ୧୧୩ରେ ପହଞ୍ଚିଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି…

Online Cab Drivers’ Strike Turns Violent: ଲୋୟର ପିଏମଜିରେ ଉତ୍ତେଜନା: ୫୦ରୁ ଊର୍ଦ୍ଧ୍ୱ ଅନଲାଇନ କ୍ୟାବ ଡ୍ରାଇଭର ଗିରଫ

ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ନିକଟରେ ଚାଲିଥିବା ଆନ୍ଦୋଳନ ଉଗ୍ରରୂପ ନେଇଛି। ବିକ୍ଷୋଭ ପ୍ରଦର୍ଶନ ସମୟରେ ହଙ୍ଗାମା ଓ ଭଙ୍ଗାରୁଜା ଅଭିଯୋଗରେ ପୋଲିସ ୫୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଆନ୍ଦୋଳନ ଆକ୍ରାମକ ରୂପ ନେବା ପରେ ବିକ୍ଷୋଭକାରୀମାନେ ୧୪ଟି ‘ଆମ…

CRUT Issues Travel Advisory: ମାଷ୍ଟରକ୍ୟାଣ୍ଟିନ୍ ରୁଟ୍‌ରେ ପରିବର୍ତ୍ତନ, ବିକଳ୍ପ ରାସ୍ତାରେ ଚାଲିବ ଆମ ବସ୍: CRUT

ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ ଗାଡ଼ି ଚାଳକ ସଂଘର ଆନ୍ଦୋଳନ ହେତୁ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି। ସେହି ରାସ୍ତାରେ ଯାଉଥିବା ‘ଆମ ବସ୍‌’କୁ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ…

Online Auto and Taxi Drivers’ Protest in BBSR: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ଅନଲାଇନ୍‌ ଗାଡ଼ି ଚାଳକ-ପୋଲିସ ଧସ୍ତାଧସ୍ତି

ଆଜି ତୃତୀୟ ଦିନରେ ପହଁଚିଛି ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ । ଗାନ୍ଧୀ ମାର୍ଗ ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଗାଡ଼ି ଚାଳକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଓଲା,ରାପିଡୋ,ଉବର ଓ ଓଡ଼ିଶା ଯାତ୍ରୀର ଗାଡ଼ି…