ତାଜା ଖବର ରାଜ୍ୟ Odisha Flood Situation: ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ August 17, 2026 Papirani ରାଜ୍ୟରେ ପୁଣି ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାକୁ ଲାଗିଛି । ଏହାରି ମଧ୍ୟରେ ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…
ଦେଶ खान मंत्रालय का MMDR बिल पर स्पष्टीकरण: “किसी भी राज्य को एक भी रुपये का नुकसान नहीं होगा” August 17, 2026 Nirvay खान मंत्रालय ने संशोधित MMDR – खान और खनिज (विकास और विनियमन) विधेयक बिल-2026 के बारे में स्पष्टीकरण जारी किया है, जिसमें कहा गया है कि किसी भी राज्य को…
ତାଜା ଖବର ରାଜ୍ୟ Odisha Teachers Stage Protest in BBSR: ବିଧାନସଭା ଆଗରେ ଶିକ୍ଷକ ଓ କର୍ମଚାରୀ ସଂଘର ଅହୋରାତ୍ର ଆନ୍ଦୋଳନ August 16, 2026 Papirani ପ୍ରବଳ ବର୍ଷା ସତ୍ତ୍ୱେ ବିଧାନସଭା ସମ୍ମୁଖରେ ଅହୋରାତ୍ର ଆନ୍ଦୋଳନକୁ ଓହ୍ଲାଇଛି ‘ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ’। ନିଜର ୪ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ…
ତାଜା ଖବର ରାଜନୀତି ରାଜ୍ୟ MMDR Act 2026: ଏମ୍ଏମଡିଆର ପ୍ରତ୍ୟାହାର ନ ହେଲେ ସବୁ ଖଣି ବନ୍ଦ କରିବ କଂଗ୍ରେସ: ଭକ୍ତ ଦାସ August 16, 2026 Papirani ୧୬ ଅଗଷ୍ଟ ୨୬ ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ-୨୦୨୬ ଲାଗୁ ହେବା ଦ୍ୱାରା କିପରି ରାଜ୍ୟର ବୃହତ୍ତର ସ୍ୱାର୍ଥହାନୀ ହେଉଛି ତାହାକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜ ମତ…
ତାଜା ଖବର ରାଜ୍ୟ Interim DGP Assumes Charge: ଓଡ଼ିଶା ପୋଲିସର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ବିନୟତୋଷ ମିଶ୍ର August 16, 2026 Papirani ଆଇପିଏସ ବିନୟତୋଷ ମିଶ୍ର ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଠାରୁ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିନୟତୋଷ ମିଶ୍ର ପୋଲିସ…
ତାଜା ଖବର ରାଜ୍ୟ Odisha Flood Alert: ବନ୍ୟା ସ୍ଥିତି ତଦାରଖ କରିବାକୁ ୩ ବରିଷ୍ଠ IASଙ୍କୁ ମିଳିଲା ୩ ଜିଲ୍ଲାର ଦାୟିତ୍ୱ August 16, 2026 Papirani ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ୟା ପ୍ରଭାବିତ କିମ୍ବା ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ସ୍ଥିତିର ପରିଚାଳନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ସମୀକ୍ଷା ପାଇଁ ୩ ଜଣ ବରିଷ୍ଠ IAS…
ତାଜା ଖବର ରାଜ୍ୟ Bhadrak Flood: ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର; ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ August 16, 2026 Papirani ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବାତିଲ୍ ହେଲା ଛୁଟି। ଭଦ୍ରକ ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ…
ତାଜା ଖବର ରାଜ୍ୟ DGP YB Khurania to Retire Today: ଓଡ଼ିଶାରେ ସଫଳ ହୋଇଛି ନକ୍ସଲ ଅଭିଯାନ: ଡିଜିପି ୱାଇ.ବି. ଖୁରାନିଆ August 16, 2026 Papirani ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖୁରାନିଆ କାର୍ଯ୍ୟରୁ ଅବସର ନେଉଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶା ନକ୍ସଲ ମୁକ୍ତ ହେବା ଏକ ବଡ଼ ଉପଲବ୍ଧି । ଖାଲି ସେତିକି ନୁହେଁ ୨୦୨୪ ତୁଳନାରେ ୨୦୨୫ରେ ରାହାଜାନି, ଦଙ୍ଗା, ଧର୍ଷଣ,…
ତାଜା ଖବର ରାଜ୍ୟ Heavy Rain Alert in Odisha: ଲଘୁଚାପ କ୍ଷେତ୍ର: ନଗର ପ୍ରଶାସନକୁ ଉଚ୍ଚସ୍ତରୀୟ ସତର୍କତା ଓ ତ୍ୱରିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ August 16, 2026 Papirani ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ ସତର୍କତା ଅବଲମ୍ବନ କରିବା ସହ…
ରାଜ୍ୟ Independence Day: ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; OCS ପରୀକ୍ଷା ନିୟମ କୋହଳ କଲେ ରାଜ୍ୟ ସରକାର August 15, 2026 Nirvay ୮୦ତମ ସ୍ୱାଧୀନତା ଦିବସ ଅବସରେ ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀ ଓ ଚାଷୀଙ୍କ ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଓଡ଼ିଶା ସିଭିଲ ସେବା ପରୀକ୍ଷା…