Tag: Odisha

Heavy Rain Alert in Odisha: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ, ବିଶେଷ କରି ଉପକୂଳ ଓଡ଼ିଶାରେ ମେଘୁଆ ପାଗ ସହିତ ବର୍ଷା ଜାରି…

Foreign Vessel Goes Missing Off Paradip Port: ପାରାଦୀପରୁ ବାହାରିଥିବା ବିଦେଶୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ

ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ ଯାତ୍ରା ଆରମ୍ଭ କରିଥିବା ଏକ ବିଦେଶୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି । ଜାହାଜଟି ପାରାଦୀପଠାରୁ ପ୍ରାୟ ୨୨୦ ନଟିକାଲ ମାଇଲ୍ ଦୂରରେ ପୋର୍ଟ ବ୍ଲେୟାର ସୀମା ନିକଟରେ ନିଖୋଜ…

Circuit House Stay Under Scanner: ରାଉରକେଲା ସର୍କିଟ୍ ହାଉସରେ ଅପରାଧୀଙ୍କ ଉପସ୍ଥିତିକୁ ନେଇ କଂଗ୍ରେସର ତଦନ୍ତ ଦାବି

ରାଉରକେଲା ସର୍କିଟ୍ ହାଉସରୁ ଅସ୍ତ୍ରଶସ୍ତ୍ର ସହ ୩ ଜଣଙ୍କ ଗିରଫ ଘଟଣାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଏହି ଘଟଣାକୁ ନେଇ କଂଗ୍ରେସ ଭବନରେ ଦଳର ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ…

New Talcher-Bimlagarh Rail Project: ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍‌ଗେଜ୍ ରେଳପଥ ସଂକ୍ରାନ୍ତରେ ରାଜସ୍ୱ ସଚିବଙ୍କ ସମୀକ୍ଷା

ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍‌ଗେଜ୍ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ସ୍ଥିତି, ବିଚାରାଧୀନ ମାମଲା ଏବଂ ରେଳପଥ ନିର୍ମାଣ କାର୍ଯ୍ୟରେ…

Odisha Weather Updates: ୨୪ ଘଣ୍ଟା ମଧ୍ୟରେ ପୁଣି ଲଘୁଚାପ ସମ୍ଭାବନା

ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ…

National GARIMA Conclave 2026: ଗରିମା ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ; ସଫେଇ କାର୍ଯ୍ୟରେ ଶୂନ ମୃତ୍ୟୁ ଲକ୍ଷ୍ୟ

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ‘ଗରିମା କନକ୍ଲେଭ୍‌ ୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ଅବସରରେ ସେ ‘ଗରିମା ପ୍ରଦର୍ଶନୀ’ର ଉଦ୍‌ଘାଟନ କରିଛନ୍ତି । ସ୍ୱଚ୍ଛତା କାର୍ଯ୍ୟରେ ମୃତ୍ୟୁ ରୋକିବା ସହ…

Kharif Paddy Procurement: ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ, ଏବେସୁଦ୍ଧା ୭ ଲକ୍ଷରୁ ଅଧିକ ପଞ୍ଜୀକୃତ: ମନ୍ତ୍ରୀ

ଖରିଫ ଋତୁ ପାଇଁ ଓଡ଼ିଶାରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ…

Ratna Bhandar Inventory: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତି ଆସନ୍ତା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ କରାଯିବ । ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀ ଓ ଧାର୍ମିକ କାର୍ଯ୍ୟକ୍ରମ ପାଳନକୁ ଦୃଷ୍ଟିରେ ରଖି ଏହି ଦୁଇ ଦିନ ଗଣତି…

Explosion at NTPC Power Plant: କଣିହାଁ ଏନଟିପିସି ପାୱାର୍ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

ଅନୁଗୁଳ ଜିଲ୍ଲା କଣିହାଁସ୍ଥିତ ଏନଟିପିସି ପାୱାର୍ ପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ ଘଟି ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ପାୱାର୍ ପ୍ଲାଣ୍ଟର ବଙ୍କର-ବିରେ ହଠାତ୍ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବିସ୍ଫୋରଣ ପରେ ଆହତ ୫…