ତାଜା ଖବର ଦେଶ ରାଜନୀତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି June 5, 2024 Papirani ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ…
ତାଜା ଖବର ରାଜ୍ୟ ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି June 5, 2024 Papirani ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୫ରେ ପହଞ୍ଚିଛି। ଅନ୍ୟପଟେ ୧୨ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଏସଆରସିଙ୍କ…
ତାଜା ଖବର ରାଜନୀତି ରାଜ୍ୟ ନବୀନ ନିବାସରୁ ନବନିର୍ବାଚିତ ବିଧାୟକଙ୍କୁ ଆସିଲା ଡାକରା June 5, 2024 Papirani ବିଜେଡି ବିଧାୟକଙ୍କୁ ଡାକରା ପଠାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟାା ୫ଟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ନବ ନିର୍ବାଚିତ ବିଧାୟକଙ୍କୁ ସଂଧ୍ୟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଛି । କିନ୍ତୁ କେଉଁ କରଣ ପାଇଁ…
ତାଜା ଖବର ରାଜନୀତି ରାଜ୍ୟ ୨୪ ବର୍ଷ ପରେ ବଦଳିଲା ସରକାର, ଦେଖନ୍ତୁ କିଏ କେଉଁଠୁ ବିଜୟ ହାସଲ କରିଛି June 5, 2024 Papirani ଚଳିତବର୍ଷ ନିର୍ବାଚନରେ ରାଜ୍ୟ ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଟ୍ଟ ପରିବର୍ତନ ହୋଇଛି । ଉପକୂଳରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଓ ଉତ୍ତରରେ ଉଡିଛି ବିଜେପିର ବିଜୟ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ବିଜେଡିର ଶୋଚନୀୟ ସ୍ଥିତି, ଗୋଟାଏ ବି ଲୋକସଭା ଆସନ ଜିତିପରିଲାନି ବିଜେଡି June 5, 2024 Papirani ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପା ଓଡ଼ିଶାରେ ରେକର୍ଡ ବିଜୟ ଦିଗରେ ଅଗ୍ରସର ହେଉଛି। ଫଳରେ ପ୍ରଥମ ଥର ପାଇଁ ଦଳ ସରକାର ଗଢ଼ିବ ବୋଲି ସ୍ପଷ୍ଟ ହୋଇଛି। କେବଳ ବିଧାନସଭା ନୁହେଁ ବରଂ ଲୋକ ସଭାରେ ମଧ୍ୟ ଦଳ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ବହୁମତରେ ବିଜେପି ବିଜୟ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ June 4, 2024 Papirani ଓଡ଼ିଶାରେ ଚଳିତବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ପରେ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଧନ୍ୟବାଦ୍ ଓଡ଼ିଶା! ଉତ୍ତମ ଶାସନ ଏବଂ ଓଡିଶାର ଅନନ୍ୟ ସଂସ୍କୃତିକୁ…
ତାଜା ଖବର ରାଜନୀତି ରାଜ୍ୟ ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା June 4, 2024 Papirani ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ଗଞ୍ଜାମରେ ବିଜେଡିକୁ ମିଳିଛି ଶକ୍ତ ଝଟକା । ରାଜ୍ୟସରକାରଙ୍କ କୁହାଯାଉଥିବା ଗଡ ଗଞ୍ଜାମରେ ୧୩ଟି ବିଧାନସଭା ମଧ୍ୟରୁ ୧୧ ଟିରେ ବିଜେପି ଆଗରେ ଥିବା ସୂଚନାମିଳିଛି । ସେହିପରି ସାନଖେମୁଣ୍ଡିରେ କଂଗ୍ରେସ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ନିର୍ବାଚନରେ ଗେରୁଆ ଲହର,ଓଡ଼ିଶାରେ ଗଢ଼ିପାରେ ବିଜେପି ସରକାର June 4, 2024 Papirani ଚାଲିଛି ଭୋଟ୍ ଗଣତି । ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି…
ତାଜା ଖବର ରାଜନୀତି ରାଜ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାର ବିଧାନସଭା ଓ ଲୋକସଭାରେ ଆସନରେ ବିଜେପି ଆଗୁଆ June 4, 2024 Papirani ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ଲୋକସଭା ଆସନର…
ତାଜା ଖବର ରାଜନୀତି ରାଜ୍ୟ ଆରମ୍ଭ ହେଲା ଭୋଟ୍ ଗଣତି June 4, 2024 Papirani ଚଳତବର୍ଷ ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍ ଗଣନା ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେଇଛି । ୧ ଲକ୍ଷ ୪୬…