Tag: Odisha

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌: ୫ ଓ ୬ରେ କାଉଁଣ୍ଟର, ୨ରେ ଅନ୍‌ଲାଇନ ଟିକେଟ୍‌

ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌ । ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ ଖେଳାଯିବ । ଏହି କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ଆଜି ହୋଇଛି ତାରିଖ ଘୋଷଣା । କ୍ରିକେଟ୍‌ପ୍ରେମୀମାନେ ଆସନ୍ତା…

ଆସନ୍ତା ୨୮ରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ; ଗୁରୁମନ୍ତ୍ର ଦେବେ ନବୀନ

ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆସନ୍ତା ୨୮ରେ ବସିବ ବିଜେଡି ବୈଠକ । ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୮ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।…

ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ

ପୂର୍ବୋଦୟର ବିକାଶରେ ବିକଶିତ ଭାରତ ବର୍ଷ ଗଠନ ସମ୍ଭବ । ଓଡିଶାର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର ଏବଂ ଏଥି ପାଇଁ ଶାସନ ଦାୟୀତ୍ୱ ନେବାର ପ୍ରଥମ ଦିନରୁ କାର୍ଯ୍ୟ କରିଆସୁଛନ୍ତି । ମୋଦିଜୀଙ୍କ ତତ୍ୱାବଧାନରେ…

ଆରମ୍ଭ ହେଲା ପିଏମ୍ ଆବାସ ଯୋଜନା ସର୍ଭେ

ପିଏମ ଆବାସ ଯୋଜନା ପାଇଁ ଆଜିଠାରୁ ସର୍ଭେ ଆରମ୍ଭ । ପୁରୀ ଜିଲ୍ଲା ଅର୍ଜୁନସିଂହପୁର ଗ୍ରାମରୁ ଆରମ୍ଭ ହୋଇଯାଇଛି ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ। ପୁରୀରୁ ସର୍ଭେର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପିଏମ୍‌ ଆବାସ ଯୋଜନାରୁ…

ରାଜଧାନୀରେ ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍

ରାଜଧାନୀରେ ମାତିଛନ୍ତି ଏଟିଏମ୍ ଲୁଟେରା । ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ ଏସବିଆଇ ଏଟିଏମରୁ ହୋଇଛି ଲୁଟ୍ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ହେଲେ ଏଟିଏମରେ କେତେ ଟଙ୍କା…

ଓଲଟିଲା ପିକନିକ୍ ବସ୍ ; ୨ ଆହତ

ପିକନିକ୍ ବସ୍ ଦୁର୍ଘଟଣା । କଟକ- ସମ୍ବଲପୁର ରାସ୍ତା ଦ୍ବାରବତୀପୁର ଗାଁ ନିକଟରେ ଏକ ପିକନିକ୍ ବସ୍ ଓଲଟି ୨ ଆହତ ହୋଇଛନ୍ତି । ସମସ୍ତେ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ…

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୧ ଜଣ ମିଲରଙ୍କୁ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ

ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର…

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱର ସମ୍ପ୍ରସାରିତ ହେବ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର । ସେ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରେ ଲୋକସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଭୁବନେଶ୍ୱରରେ ନୂଆ…

ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା

ଓଡିଶାକୁ ବଡ ଆଇଟି ହବରେ ପରିଣତ କରାଯିବ । ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । RiR କମ୍ପାନୀ ଏହା ପ୍ରତିଷ୍ଠା କରିବ ।…

ଅପରାଧ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍ କରିଛି କମିଶନରେଟ୍‌ ପୋଲିସ

ରାଜ୍ୟରେ ବିଭିନ୍ନ ଅପରାଧ ଘଟୁଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ୩ଟି ଦିଗକୁ ଫୋକସ୍‌ କରି କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏ ସଂମ୍ପର୍କରେ ଆଜି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।…