Tag: Odisha

ବିଜେଡିର ନୂଆ ସଂଗଠନ ଗଠନ; ତାଲିକାରେ ରହିଛି ମୋଟ ୭୧ ଜଣଙ୍କ ନାଁ

ବିଜୁ ଜନତା ଦଳ(ବିଜେଡି)ର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଛି। ଦଳ ସୋମବାର ପଦପଦବୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୭୧ ଜଣଙ୍କ ନାଁ ରହିଛି। ସେଥିମଧ୍ଯରୁ ୧୫ ଜଣଙ୍କୁ ଉପସଭାପତି ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ୨୦ଜଣଙ୍କୁ…

ବିଜେଡିର ବିଭିନ୍ନ ସେଲ୍‌ ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ବ 

ବିଜେଡ଼ି ବିଭିନ୍ନ ଛାମୁହା ସଂଗଠନରେ ଆବାହକ ନିଯୁକ୍ତ କରିଛି। ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ଶାଖା/ସେଲ୍‌ ପାଇଁ ଦାୟିତ୍ବ ବଣ୍ଟନ କରାଯାଇଛି । ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍‌ ଥାଇ ଦାୟିତ୍ବ…

ବଳକା ଦାରୁରେ ନିର୍ମାଣ ହୋଇନି ଜଗନ୍ନାଥ ମୂର୍ତ୍ତି: ଆଇନମନ୍ତ୍ରୀ

ଦୀଘା ଜଗନ୍ନାଥ ବିବାଦ ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା…

ଆଉ ୬ ଜିଲ୍ଲା ପାଇଁ ସଭାପତି ନାଁ ଘୋଷଣା କଲା ବିଜେଡି

ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆଜି ଆଉ ୬ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି । କେନ୍ଦୁଝର ପାଇଁ ଦଳ ଆଶିଷ ଚକ୍ରବର୍ତ୍ତୀଙ୍କ ନାଁ ଘୋଷଣା କରିଥିବା ବେଳେ ଭୁବନେଶ୍ବର…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି। ଏହାରି ମଧ୍ୟରେ ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ବସିଲା ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ…

କଡ଼ା ସୁରକ୍ଷା ବଳୟରେ ସରିଲା ନିଟ ପରୀକ୍ଷା

ଗତକାଲି ୪ ଜଣ ପରୀକ୍ଷା ଦଲାଲ ଗିରଫ ହେବାପରେ ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ବରରେ ସରିଛି ନିଟ୍ ୟୁଜି-୨୦୨୫ ପରୀକ୍ଷା। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ୍ ପରୀକ୍ଷା…

ଗଞ୍ଜମ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ : ୧୭ ବନ୍ଧୁକ ଜବତ ସହ ୧୮ ଜଣ ଗିରଫ

ଗଞ୍ଜାମ ପୁଲିସ ଜିଲ୍ଲାକୁ ମିଳିଲା ବଡ଼ ସଫଳତା । ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧୀ ମାନେ ସକ୍ରିୟ ହୋଇ ବିଭିନ୍ନ ଅପରାଧିକ କାଣ୍ଡ ଘଟାଉଥିବା ବେଳେ ଗଞ୍ଜାମ ପୋଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ କରି ସେମାନଙ୍କ ଉପରେ…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ; ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା

ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦାରୁରେ ତିଆରି ମୁର୍ତ୍ତୀ ହୋଇଥିବା ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ବିବାଦ । ଆଜି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ପ୍ରସଙ୍ଗରେ ପଚରାଉଚରା କରାଯାଉଛି ।…

ପୁରୀ ବ୍ୟତୀତ କୌଣସି ଧାମକୁ ‘ଜଗନ୍ନାଥ ଧାମ’ କହିପାରିବେନି: ଜଗନ୍ନାଥ ସ୍ବାଇଁ ମହାପାତ୍ର

ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ କହିଛନ୍ତି ପୁରୀ ବ୍ୟତୀତ କୌଣସି ଧାମକୁ ‘ଜଗନ୍ନାଥ ଧାମ’ କହିପାରିବେନି । ଶ୍ରୀମନ୍ଦିର ବ୍ୟତୀତ କୌଣସି ଠାରେ ବ୍ରହ୍ମ ସଂସ୍ଥାପନ…

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାମରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେଲେ ସୂଚନା ଓ ଅଧିକାର କର୍ମୀ ଜୟନ୍ତ କୁମାର ଦାଶ । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନବକଳେବର ବଳକା ଦାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…