ତାଜା ଖବର ରାଜ୍ୟ BSKY ଯୋଜନାକୁ ନେଇ ଆସିଲା ବଡ଼ ଖବର June 16, 2024 Nirvay ରାଜ୍ୟରେ ବଢ଼ିବ ସ୍ବାସ୍ଥ୍ୟ ବୀମା ପରିସର। ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁଥିବା ବେଳେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି ବିଜେପି। ତେବେ ବଡ କଥା ହେଉଛି ଆଗକୁ ଆୟୁଷ୍ମାନ ଭାରତ ଲାଗୁ ହେବ…
ତାଜା ଖବର ରାଜ୍ୟ ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା June 16, 2024 Nirvay ଆଜି ପୁରୀ ଶ୍ରୀମନ୍ଦିରରେ ଏକ ଅଘଟଣ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ବଳପୂର୍ବକ ସିଂହଦ୍ୱାର ଦେଇ ପ୍ରବେଶ ଉଦ୍ୟମ ବେଳେ ବାରଣ କରିବାରୁ ସୃଷ୍ଟି ହୋଇଥିଲା…
ତାଜା ଖବର ରାଜ୍ୟ ବିରଳ ରୋଗରେ ପୀଡ଼ିତ ବାଳକକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା June 16, 2024 Nirvay ଭଦ୍ରକର ଜଣେ ବାଳକ ବାବୁଲି ବାରିକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପରିବାରକୁ ତୁରନ୍ତ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ…
ତାଜା ଖବର ରାଜ୍ୟ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ June 16, 2024 Nirvay ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପରିବାରକୁ ଭେଟିଛନ୍ତି। ସିବିଆଇ ତଦନ୍ତ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ଆମକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଜେଲରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ତଦନ୍ତରେ କୌଣସି ଅଗ୍ରଗତି…
ତାଜା ଖବର ରାଜ୍ୟ ଆହୁରି ୪ ଦିନ ତାତିରୁ ନିସ୍ତାର ନାହିଁ ! June 16, 2024 Nirvay ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି। ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି। ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯୋଗୁଁ ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେଉଛି।…
ରାଜ୍ୟ ଆରପାରିରେ ପୂର୍ବତନ ରାଜ୍ୟପାଳ June 16, 2024 Nirvay ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ (୯୫)ଙ୍କ ପରଲୋକ ହୋଇଯାଇଛି। ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵର ବିଭାଗ June 15, 2024 Papirani ଆଜି ରାଜ୍ୟରେ ମନ୍ତ୍ରୀମାନଙ୍କୁ ବଣ୍ଟନ କରାଯାଇଛି ନିଜ ନିଜ ବିଭାଗର ଦାୟିତ୍ଵ। ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ…
ରାଜନୀତି ରାଜ୍ୟ ଜାଣନ୍ତୁ ସୁଭଦ୍ରା ଯୋଜନାର ବାସ୍ତବତା; କାହାକୁ କଣ ମିଳିବ? June 15, 2024 Nirvay ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥାନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ…
ସମ୍ପାଦକୀୟ ଦାଦନ ସମସ୍ୟା: ମୋହନ ସରକାରଙ୍କ ପାଇଁ ବଡ଼ ଆହ୍ୱାନ June 15, 2024 Nirvay ଦାଦନ ସମସ୍ୟା ରାଜ୍ୟର ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଲକ୍ଷାଧିକ ଟଙ୍କାର ପୁଞ୍ଜିନିବେଶ ପରେ ବି ରାଜ୍ୟରେ କମୁନି ଦାଦନ ସମସ୍ୟା। ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବିଜେଡି ସରକାର। ଏବେ ଏହି ସମସ୍ୟା ନୂଆ ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ କାହିଁକି ହେଇପାରୁନି ଓଡ଼ିଶା ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ June 15, 2024 Nirvay ରାଜ୍ୟରେ ସରିଛି ନିର୍ବାଚନ । ବାଜି ମାରି ନେଇଛି ବିଜେପି । ୨୪ ବର୍ଷର ସ୍ଥିର ସରକାର ବିଜେଡି ହାତରୁ କ୍ଷମତା ନେଇ ସରକାର ଗଠନ କରିଛି ବିଜେପି । ଏହା ସହ ୧୨ ତାରିଖରେ ଭବ୍ୟ ଆୟୋଜନ ସହ ମୁଖ୍ୟମନ୍ତ୍ରୀ…