Tag: Odisha

Mahanga Double Murder Case: ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟରୁ ପ୍ରତାପ ଜେନାଙ୍କୁ ମିଳିଲା କ୍ଲିନଚିଟ୍

ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟରୁ କ୍ଲିନ୍‌ଚିଟ୍ ପାଇବା ପରେ ବିଜୁ ଜନତା ଦଳର ଉପସଭାପତି ପ୍ରତାପ ଜେନା ପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କର ଶୁଭେଚ୍ଛୁ ଏବଂ ମାହାଙ୍ଗାବାସୀଙ୍କୁ ହୃଦୟରୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ରଚାଯାଇଥିବା ସମସ୍ତ…

Antyodaya Gruha Yojana: ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଅଧିକ ୨.୯୧ ଲକ୍ଷ ନୂଆ ଘର, ପ୍ରୋତ୍ସାହନ ରାଶି ସହ ଆଉ ୨ ବର୍ଷ ବଢିଲା କାର୍ଯ୍ୟକାଳ 

ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି। ୨୦୨୭ ପରିବର୍ତ୍ତେ…

College Election Results Out: ଆସିଲା କଲେଜ ନିର୍ବାଚନର ଫଳାପଳ; ଅଧିକାଂଶ କଲେଜରେ ABVPର ବାଜିମାତ

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏହି ନିର୍ବାଚନରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥିଲା ଏବଂ…

New Odisha Governor To Take Oath On October 18: ଅକ୍ଟୋବର ୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜମୋହନ ରାମ

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ଅକ୍ଟୋବର ୧୮ ତାରିଖରେ ନିଜର ଦାୟିତ୍ୱ ଗ୍ରହଣ କରିବେ। ଅକ୍ଟୋବର ୧୭ ତାରିଖରେ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ଏବଂ ପରଦିନ ଶପଥ ଗ୍ରହଣ କରିବେ ବୋଲି ଆଜି ରାଞ୍ଚିସ୍ଥିତ ନିଜ ବାସଭବନରେ…

Student Union Polls: ଛାତ୍ରସଂସଦ ନିର୍ବାଚନ: ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଜି କମ୍ପୁଛି ଛାତ୍ର ରାଜନୀତିର ସରଗରମ ମାହୋଲ। ଓଡ଼ିଶାର ପ୍ରାୟ ୩୫୯ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଜି ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଅଂଶଗ୍ରହଣ କରିବା ସହ…

Student Union Election: ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସଗୁଡ଼ିକରେ ଭୋଟିଂ ଆରମ୍ଭ

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆଜି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ବେଶ୍‌ ଉତ୍ସାହଜନକ ପରିବେଶ ମଧ୍ୟରେ ଆରମ୍ଭ ହୋଇଯାଇଛି। ସକାଳୁ କ୍ୟାମ୍ପସଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ…

BJD Slams CM Over Mining Law: ସଂଶୋଧିତ ଖଣି ଆଇନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ସଭାରେ ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନକୁ ସମର୍ଥନ କରିବା ସମୟରେ ବିଜେଡିକୁ ଲକ୍ଷ୍ୟ କରି କିଛି ମିଛ ମନ୍ତବ୍ୟ ଦେଇଥିବା ବେଳେ ବିଜୁ ଜନତା ଦଳ ଏହାକୁ ଦୃଢ଼ଭାବେ…

Candidates asked to Update Details: ପୋଲିସ ଏସଆଇ ପରୀକ୍ଷା ପାଇଁ ତଥ୍ୟ ଅପଡେଟ୍ ନିର୍ଦ୍ଦେଶ

ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ନିଜର ତଥ୍ୟ ଅପଡେଟ୍ କରିବାକୁ ଓଡ଼ିଶା ମିଳିତ ପୋଲିସ ସେବା ଚୟନ ଆୟୋଗ (OUSSSC) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଅକ୍ଟୋବର ୧୫ ତାରିଖ…

Mahanadi Riverfront Project in kataka: ୨ ବର୍ଷ ଭିତରେ ମହାନଦୀ ରିଭର ଫ୍ରଣ୍ଟ ସହ କଟକର ହେବ ପୂର୍ଣ୍ଣାଙ୍ଗ ବିକାଶ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସିଲଭର ସିଟି କଟକର ସାଂସ୍କୃତିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଏକ ନୂଆ ଦିଗଦର୍ଶନ ଦେବା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ଐତିହାସିକ ସାହି-ମହଲାରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀଗୁଡ଼ିକର…

NC College Election Row: ଏନ୍.ସି କଲେଜ୍ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ; ଟାଉନ୍ ଥାନାରେ ଏତଲା ଦେଲେ ବାପା

ଯାଜପୁର ଏନ୍.ସି କଲେଜ ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀତ୍ୱକୁ ନେଇ ସୃଷ୍ଟି ହୋଇଛି ବଡ଼ ଅପ୍ରୀତିକର ପରିସ୍ଥିତି। କଲେଜ ନିର୍ବାଚନ ପରିବେଶ ଭିତରେ ଜଣେ ପ୍ରାର୍ଥୀ ନିଖୋଜ ହେବା ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ତାଙ୍କ ପରିବାର…