Tag: Odisha

BMC To Impose User Fee: ୟୁଜର ଫି ଆଦାୟ କରିବ ବିଏମ୍‌ସି

ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଆଦାୟ କରିବ ୟୁଜର ଫି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (User Fee) ଦେବାକୁ ସମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ଅନୁରୋଧ କରିଛନ୍ତି । ଘର, ହୋଟେଲ, ସପିଂ ମଲ୍‌, କ୍ୟାଫେ,…

Rajnagar BDO Attacked: ମହିଳା ବିଡ଼ିଓଙ୍କ ଉପରେ ଆକ୍ରମଣ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳାଙ୍କ ବିରୋଧରେ ଅପରାଧ ଓ…

Public Grievance Hearing: ୧୬ତମ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କବିତା ପାଠ

ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କେବଳ ସଫଳ ହେଉନାହିଁ ବରଂ ଏହାର ସଫଳତା ପ୍ରତିଟି ସାଧାରଣ ଲୋକଙ୍କ ମୁହଁରେ ଆଜି ପ୍ରତିଫଳିତ ହେଉଛି । ଅଭିଯୋଗର ସମାଧାନ ପରେ କିଏ ଶୁଭେଚ୍ଛା ପତ୍ର ଲେଖୁଛି, ତ କିଏ ମୁଖ୍ୟମନ୍ତ୍ରୀଙ୍କୁ ଅଜସ୍ର ଧନ୍ୟବାଦ ଦେଇ…

Congress Pada Yatra: ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା

ଜାନୁଆରୀ ୩୦ରୁ କଂଗ୍ରେସର ପଦଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବ କଂଗ୍ରେସ। ପିସିସି ସଭାପତି ଭକ୍ତଦାସଙ୍କ ନେତୃତ୍ଵରେ ପଦଯାତ୍ରା। ମାଲକାନଗିରିରୁ ଆରମ୍ଭ ହେବ ପଦଯାତ୍ରା । “ଗାନ୍ଧୀ ପଥେ ଓଡ଼ିଶା” କାର୍ଯ୍ୟକ୍ରମ କରାଯିବ। ଏହି ପଦକ୍ଷେପର ଅଂଶ ସ୍ୱରୂପ, କଂଗ୍ରେସ…

Odisha Vigilance: ଭିଜିଲାନ୍ସ ଜାଲରେ ୨ ଇଞ୍ଜିନିୟର

ଲାଞ୍ଚ ଜାଲରେ ମୟୂରଭଞ୍ଜ ଉଦଳାର AEE ଓ JE । ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା ସବ-ଡିଭିଜନର ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ (OLIC)ର ଦୁଇଜଣ ଯନ୍ତ୍ରୀଙ୍କୁ ଜଣେ…

Mega Pipe Water Supply Corruption Incident: ମେଗା ପାଇପ୍ ଜଳ ଯୋଗାଣ ଦୁର୍ନୀତି ଘଟଣା; କିଏ ମନ୍ତ୍ରୀ ଓ ସଚିବ ଥିଲେ ଖୋଲି କହିବେ କି ସରକାର ?

ଓଡ଼ିଶାରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ଦୁର୍ନୀତି ହୋଉଛି କି ନାହିଁ ? ଭାଜପା ସରକାର ଦୁର୍ନୀତି ହୋଇଛି ବୋଲି ବିଧାନସଭାରେ ସ୍ବୀକାର କରିଛନ୍ତି । ଏହି ପ୍ରକଳ୍ପ ନବୀନ ସରକାର ଆରମ୍ଭ କରିଥିଲେ ୨୦୧୭ରେ । ପ୍ରାୟ ୩୫…

BJD Leader: ପ୍ରମିଳାଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି

ପୁଣି ମେଳି ବାନ୍ଧିଲେ ବିଜେଡି ନେତା। ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ। ଆଜି ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି। ପ୍ରମିଳାଙ୍କ ସରକାରୀ ବାସଭବନରେ ଏକାଠି…

Crime Branch investigation against Pandian: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ନିରୁତା ଧୂଆଁବାଣ

ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପ୍ରମାଣପତ୍ର ଦାଖଲ ନିମନ୍ତେ କ୍ରାଇମବ୍ରାଞ୍ଚ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ୍ ଜାରି କରିଛନ୍ତି । ସମସ୍ତ ପ୍ରମାଣପତ୍ର ଆସନ୍ତା ୬ ତାରିଖ ସୁଦ୍ଧା କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିବା…

Odisha Doctors Protest: ତେଜିଲା ଡାକ୍ତରଙ୍କ ଆନ୍ଦୋଳନ; ୨ ଘଣ୍ଟିଆ ଓପିଡି ବନ୍ଦ

ଦାବି ପୂରଣ ନ ହେବାରୁ ତେଜିଲା ଡାକ୍ତରଙ୍କ ଆନ୍ଦୋଳନ । ଯାହା ଫଳରେ ସାରା ରାଜ୍ୟରେ ବାହ୍ୟ ରୋଗୀ ସେବାରେ ଆହୁରି ବାଧା ଉପୁଜିଛି। ଓମ୍‌ସା ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜିଠୁ ୯ଟାରୁ ୧୧ଟା…

Ama Bus Accidents: ସ୍କ୍ରିନିଂ ଟେଷ୍ଟ ପାସ୍‌ କଲେ ଚଳାଇବେ ଆମ ବସ୍‌: ଉଷା ପାଢ଼ୀ

ଆମ ବସ୍‌ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡ୍ରାଇଭରଙ୍କର ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ…