Tag: Odisha

Odisha Invokes ESMA: ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ଆଗାମୀ ୬ ମାସ ପାଇଁ ଏସ୍‍ମା ଲାଗୁ କଲେ ସରକାର

ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଓପିଡି ବର୍ଜନ କରୁଥିବାରୁ, ରାଜ୍ୟ ସରକାର ମଙ୍ଗଳବାର ଦିନ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ESMA) ଲାଗୁ କରି ଡାକ୍ତରୀ କର୍ମଚାରୀଙ୍କ ଧର୍ମଘଟକୁ ଛଅ ମାସ ପାଇଁ ନିଷେଧ କରିଛନ୍ତି…

Odisha Cold Wave: ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ: ମନୋରମା ମହାନ୍ତି

ଜାଡ଼ରେ ଥରୁଛି ଓଡିଶା । ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ । ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା…

Bird Tagging In Odisha: ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର

ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର । ଚଳିତ ବର୍ଷ ପ୍ରବାସୀ ପକ୍ଷୀଙ୍କ ଗୋଡରେ ଓଡ଼ିଶା ସରକାର ସାଟେଲାଇଟ୍ ଟ୍ରାନ୍ସମିଟର ସଂଯୋଗ କରିବେ। ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ଏ ନେଇ…

Bhubaneswar Pollution: ପ୍ରଦୂଷଣ ରୋକିବାକୁ ବିଏମ୍‌ସି ପକ୍ଷରୁ ଜାରି ହେଲା କଟକଣା

ପ୍ରଦୂଷଣ ପାଇଁ ରାଜଧାନୀରେ ଲାଗିଲା କଟକଣା । ଅନୁଗୁଳ ଏବଂ ବାଲେଶ୍ୱର ପରେ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଓଡ଼ିଶା ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଟକଣା ଜାରି କରିଛି । ହୋଟେଲ୍ ଢାବାରେ କାଠ ଓ କୋଇଲା…

Gunupur Gang Rape: ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ,୩ ଅଟକ

ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନାଞ୍ଚଳରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କପା ତୋଳିବାକୁ ଯାଇଥିଲା ବେଳେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ୨୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ୩ ଜଣ ଦୃବୁର୍ତ୍ତ…

Journalist Killed: ବସ୍ ଧକ୍କାରେ ଜଣେ ସାମ୍ବାଦିକାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକ ଠାରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ପୁରୀ ଯାଉଥିବା ଏକ ଲାଲ ରଙ୍ଗର ସ୍କୁଟିକୁ ପଛପଟୁ ଧକ୍କା ଦେଲା ସାରଳା ବସ । ଘଟଣା ସ୍ଥଳରେ…

Bomb Attack At Hotel In Berhampur: ବ୍ରହ୍ମପୁରର ଏକ ହୋଟେଲ ଉପରକୁ ବୋମାମାଡ଼

ବ୍ରହ୍ମପୁରରେ ବୋମାମାଡ଼ । ବୈଦ୍ୟନାଥପୁର ଥାନା ସୁବାରାଓ ଛକରେ ଥିବା ହୋଟେଲ ଉପରକୁ ବୋମାମାଡ଼ ହୋଇଛି। ଗତକାଲି ରାତି ୧୦ଟା ୩୦ରେ ବୋମାମାଡ଼ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ବାଇକରେ ଆସି ଦୁଇଜଣ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ…

Low Pressure: ଶୀତରେ ଆସୁଛି ବର୍ଷା; ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା ରହିଛି। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ…

CM Mohan Majhi Birthday: ୫୪ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଜନ୍ମଦିନର ଶୁଭେଚ୍ଛା ଜଣାଇଲ ପ୍ରଧାନମନ୍ତ୍ରୀ ମୋଦି

୫୪ ବର୍ଷରେ ପଦାର୍ପଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଜୁନ୍‌ ୧୨ତାରିଖରେ ଶପଥ ଗ୍ରହଣ କରିଥିଲେ । ବିଜେପିର ଏହି ଯୁବ ନେତା ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଁ…

Illegal Mine Blast: ଢେଙ୍କାନାଳରେ ୨୬ଟି ବେଆଇନ ପଥର ଖଣି ସିଲ୍ କଲା ପ୍ରଶାସନ

ଢେଙ୍କାନାଳ ମୋଟଙ୍ଗା ଥାନା ବଦାଳୁ ଗାଁ ଗୋପାଳପୁର କଳା ମୁଗୁନି ପଥର ଖାଦାନରେ ବଡ଼ ଧରଣର ବିସ୍ଫୋରଣ ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଜିଲ୍ଳାର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ାଉ ପରେ ୧୫ଟି କ୍ରସର ଓ ୨୬ଟି…