Tag: Odisha & Uttarakhand

Odisha & Uttarakhand to Sign MoU: ଭୂସ୍ଖଳନ ମୁକାବିଲା ପାଇଁ ଓଡ଼ିଶା-ଉତ୍ତରାଖଣ୍ଡ ମହାମେଣ୍ଟ; ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଡ଼ିବ ନୂଆ ଅଧ୍ୟାୟ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱସ୍ତରରେ ପ୍ରଶଂସିତ ଓଡ଼ିଶା ଏବେ ଭୂସ୍ଖଳନ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି । ରାଜ୍ୟର ପାହାଡ଼ିଆ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦେଖାଦେଉଥିବା ଭୂସ୍ଖଳନ ସମସ୍ୟାର ସ୍ଥାୟୀ ପ୍ରତିକାର, ଆଗୁଆ ସତର୍କ ସୂଚନା ଏବଂ ନିରୀକ୍ଷଣ ପାଇଁ…