Tag: Odisha Parab

Odisha Parab 2026 In Bali: ବାଲିରେ ଆୟୋଜିତ ‘ଓଡ଼ିଶା ପରବ’ରେ ଶତାବ୍ଦୀ ପୁରୁଣା ନୌବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କର ମହୋତ୍ସବ ପାଳିତ

ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ‘ଓଡ଼ିଶା ପରବ ୨୦୨୬’ର ଦ୍ୱିତୀୟ ଦିନରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା, ସାଂସ୍କୃତିକ ପରିଚୟ ଏବଂ ଦକ୍ଷିଣ-ପୂର୍ବ ଏସିଆ ବିଶେଷ କରି ଇଣ୍ଡୋନେସିଆ ସହ ରହିଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ମହାସମାରୋହରେ ପାଳନ କରାଯାଇଛି। ଏହି ଅବସରରେ…