Tag: Odisha Health Department

Zero Tolerance for Negligence: ବାତ୍ୟା ‘ଅର୍ଣ୍ଣବ’ ବେଳେ ଅନୁପସ୍ଥିତି ଓ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶାର ୩ ଡାକ୍ତର ନିଲମ୍ବିତ

କାର୍ଯ୍ୟରେ ଅବହେଳା ଏବଂ ସେବା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ ପକ୍ଷରୁ ତିନି ଜଣ ସରକାରୀ ଡାକ୍ତରଙ୍କୁ ତତ୍କାଳ ପ୍ରଭାବରୁ କାର୍ଯ୍ୟରୁ ନିଲମ୍ବିତ…