ତାଜା ଖବର ରାଜନୀତି ରାଜ୍ୟ MMDR Amendment Bill, 2026: ବିଜେପି ସାଂସଦଙ୍କୁ ନବୀନଙ୍କ କଡ଼ା ଚିଠି, ‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅ’ August 29, 2026 Nirvay ଓଡ଼ିଶାର ଖଣିଜ ସମ୍ପଦକୁ ନେଇ କେନ୍ଦ୍ର-ରାଜ୍ୟ ଅଧିକାରର ପ୍ରଶ୍ନକୁ ପୁଣିଥରେ ସାମ୍ନାକୁ ଆଣିଛି ବିଜେଡି । ଏମ୍ଏମ୍ଡିଆର୍ ଆମେଣ୍ଡମେଣ୍ଟ ବିଲ୍, ୨୦୨୬କୁ ଲୋକସଭାରେ ସମର୍ଥନ କରିଥିବା ଓଡ଼ିଶାର ବିଜେପି ସାଂସଦମାନଙ୍କୁ କଡ଼ା ଭାଷାରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ…