Tag: odisha assembly

Mobile Network In Odisha: ଓଡ଼ିଶାର ୧୨୩୭ଟି ଗାଁରେ ଏପର୍ଯ୍ୟନ୍ତ ପହଞ୍ଚିନାହିଁ ମୋବାଇଲ୍ ନେଟୱାର୍କ

ଏଯାଏଁ ରାଜ୍ୟର ୧ ହଜାର ୨୩୭ ଗାଁରେ ପହଞ୍ଚିନି ମୋବାଇଲ୍ ନେଟୱର୍କ। ଏନେଇ ଗୃହରେ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି, ରାଜ୍ୟର ମୋଟ ୨.୪%, ଏପର୍ଯ୍ୟନ୍ତ ମୋବାଇଲ୍ ଏବଂ ନେଟୱାର୍କ ସେବାର ସୁବିଧା…

Odisha Assembly: ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍‌-ଟ୍ରେଜରୀ: ପୃଥ୍ୱୀରାଜ ହରିଚନ୍ଦନ

ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ବିଭାଗୀୟ ମନ୍ତ୍ରୀମାନେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏହି ମଧ୍ୟରେ ଆଜି ଗୃହରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନୂଆ ସବ୍‌-ଟ୍ରେଜରୀକୁ ନେଇ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।…

Budget Session: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପୁଣି କମ୍ପିବ ବିଧାନସଭା। ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡି ଅବ୍ୟବସ୍ଥା, ମହାନଦୀ ଜଳ ବିବାଦ ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନହେବା ପ୍ରସଙ୍ଗକୁ…

Panchayat Elections: ଫେବ୍ରୁଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ: ରବି ନାୟକ

ଓଡ଼ିଶାରେ ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ କଳ୍ପନାଜଳ୍ପନା ମଧ୍ୟରେ ଆଗୁଆ ହେବନି ପଞ୍ଚାୟତ ନିର୍ବାଚନ ବୋଲି ସ୍ପଷ୍ଟ ହୋଇଛି। ଫେବ୍ରୁଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ। ଗୃହରେ ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।…

Elephant Deaths: ରାଜ୍ୟରେ ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ: ଗଣେଶ ରାମ ସିଂ ଖୁଣ୍ଟିଆ

ରାଜ୍ୟରେ ଦେଢ଼ ବର୍ଷରେ ମଲେଣି ୧୧୪ ହାତୀ। ଏ ନେଇ ବିଧାନସଭାରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

Odisha Assembly Adjourned Till 4 PM: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି

ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି ରହିବ ବୋଲି ଘୋଷଣା କରାଯାଇଛି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଲଗାତାର ହଟ୍ଟଗୋଳ ପାଇଁ ଏହି ମୁଲତବି ଘୋଷଣା କରାଯାଇଛି । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ନାରାବାଜି ଲଗାତାର…

Odisha Budget 2026: ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି: ମନମୋହନ ସାମଲ

ସମୁଦାୟ ବଜେଟରେ “ସମୃଦ୍ଧ ଓଡିଶା, ବିକଶିତ ଓଡିଶା”କୁ ଗୁରୁତ୍ୱ ଦିଆଯାଇଛି । ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା,…

Highlights Of Odisha Budget 2026-27: ୨୦୨୬-୨୭ ବାର୍ଷିକ ବଜେଟର ମୁଖ୍ୟାଂଶ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2026-27 ଆର୍ଥିକ ବର୍ଷ ନିମନ୍ତେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ‘ଲୋକାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି’ର ପ୍ରତିବଦ୍ଧତାକୁ ସାକାର କରିବା…

Bhakta Das’ Stand On Odisha Budget 2026: ଖର୍ଚ୍ଚ କରିନପାରିଲେ ବଜେଟର କଳେବର ବଢ଼ାଇଲେ କି ଲାଭ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିବାବେଳେ କରିଥିବାବେଳେ ନୂଆା ବଜେଟକୁ ପିସିସି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି । ଖର୍ଚ୍ଚ ତ କରିପାରୁନ; ବଜେଟର କଳେବର…

Naveen’s Take On Odisha Budget 2026: “ରୋଷେଇ ଘର ଖାଲି; ମେନୁ ଭରପୂର’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବାବେଳେ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି…