Tag: odisha assembly

୨ ବର୍ଷରେ KISSକୁ ୩୪ କୋଟି ୭୩ ଲକ୍ଷ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର: ନିତ୍ୟାନନ୍ଦ ଗଣ୍ଡ

୨ ବର୍ଷରେ KISSକୁ ୩୪ କୋଟି ୭୩ ଲକ୍ଷ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ୧୫ ଶହ କ୍ୱିଣ୍ଟାଲ ଚାଉଳ ବି ଯୋଗାଉଛନ୍ତି ସରକାର । ଏ ନେଇ ଆଜି ଗୃହରେ ଅନୁଦାନ…

ବିଶ୍ବବିଦ୍ୟାଳୟରେ ୬ ଛାତ୍ରୀ ହୋଇଛନ୍ତି ଯୌନ ନିର୍ଯାତନାର ଶିକାର: ଉଚ୍ଚଶିକ୍ଷା ମନ୍ତ୍ରୀ

ଆଜି ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନ ୧୨ ଜୁନ୍ ୨୦୨୪ ରୁ ଆଜି ପର୍ଯ୍ୟନ୍ତ କେତେଜଣ ଛାତ୍ରୀମାନେ ମାନସିକ, ଶାରୀରିକ ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବାର ଅଭିଯୋଗ ହୋଇଛି ଓ ତା’ର ତଦନ୍ତ କରି କ’ଣ କାର୍ଯ୍ୟାନୁଷ୍ଠାନ…

ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ: ଉଚ୍ଚଶିକ୍ଷା ମନ୍ତ୍ରୀ

ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ ପଦ । ଏ ନେଇ ଆଜି ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କରିଥିବା ପ୍ରଶ୍ନ, ରାଜ୍ୟରେ କେଉଁ ବର୍ଗର କେତେ ସଂଖ୍ୟକ ମଞ୍ଜୁରିପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ରହିଛି ଏବଂ…

ରାଜ୍ୟରେ ସାର ସଙ୍କଟ ନେଇ ବିରୋଧୀଙ୍କ ହୋହଲ୍ଲା; ଅପରାହ୍ନ ୪ଟା ଯାଏ ମୁଲତବୀ

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଅଚଳ ହୋଇଯାଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା । ସାର ସମସ୍ୟା ନେଇ ବିରୋଧୀଙ୍କ ହୋହ୍ଲାଲା ଏବଂ ନାରାବାଜୀରେ ଗୃହ କାର୍ଯ୍ୟ ମାତ୍ର ୪ ମିନିଟ୍ ଚାଲି ପାରିଛି । ଅପରାହ୍ନ…

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତାକାଲି ଯାଏଁ ମୁଲତବୀ ରହିଛି । ଶୋକ ପ୍ରସ୍ତାବ ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣ କରିଛନ୍ତି । ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ…

ରାଜ୍ୟରେ ଅଛନ୍ତି ୯୩୯୨ ସଂଖ୍ୟକ କାର୍ଯ୍ୟରତ ସାମ୍ବାଦିକ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ବିଧାନସଭା ଗୁହରେ ଉଠିଲା ସାମ୍ବାଦିକ ପ୍ରସଙ୍ଗ।ମନ୍ତ୍ରୀ ଅଖିଳ ଚନ୍ଦ୍ର ନାଏକ ସାମ୍ବାଦିକଙ୍କୁ ଦିଆଯାଉଥିବା ସୁବିଧା ଆଉ ଯୋଜନା ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶ୍ନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ଚାଲିବ ଅଧିବେଶନ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ଆଜି ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ…

ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ

ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା । ଏହା ପୂର୍ବରୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଡିଜିପି ଆଜି ବିଧାନସଭାରେ…

ଇତିହାସ ରଚିଲା ଓଡ଼ିଶା; ସାରା ରାତି ଚାଲିଲା ବିଧାନସଭା

ଇତିହାସ ରଚିଲା ଓଡ଼ିଶା ବିଧାନସଭା । ପ୍ରାୟ ଦୁଇ ଦଶନ୍ଧି ପରେ ଗତକାଲିଠୁ ଆଜି ସକାଳ ଯାଏଁ ରାତିତମାମ ଚାଲିଲା ବିଧାନସଭା । ପ୍ରାୟ ୧୨ ଘଣ୍ଟା ଧରି ଚାଲିଲା ଆଲୋଚନା । ଏହାପରେ ପାରିତ ହୋଇଛି ଦୁଇ ଦୁଇଟି ବିଲ୍…

୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି ୨୭ ହାତୀ

୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହୋଇଛି ୨୭ ହାତୀଙ୍କ ମୃତ୍ୟୁ । ଏନେଇ ଆଜି ଆଜି ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ବିଜେଡ଼ି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ବିଜୁଳି ଆଘାତକାରଣରୁ…