ତାଜା ଖବର ଦେଶ ରାଜନୀତି ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି May 14, 2024 Papirani ଉତ୍ତରପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକସଭା ନିର୍ବାଚନ ପାଇଁ ଆଜି ବାରଣାସୀରୁ ତୃତୀୟ ଥର ପାଇଁ ମୋଦି ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହ ୧୧ଟି ରାଜ୍ୟର…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ May 14, 2024 Papirani ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣାସୀରୁ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନାମାଙ୍କନ କରିବେ ମୋଦି ।ତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ବିଶାଳ ରାଲିରେ ଯାଇ ନାମାଙ୍କନ ଭରିବେ । ପ୍ରାର୍ଥୀପତ୍ର…
ତାଜା ଖବର ରାଜନୀତି ରାଜ୍ୟ ରାଗିଗଲେ ନବୀନ, ମୋଦିଙ୍କ ଉପରେ ବର୍ଷିଲେ May 11, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରେ ଆଜି ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି । ଏକ ଭିଡିଓକୁ ନବୀନ ଜାରି କରି ମୋଦିଙ୍କୁ ପାଲଟା ଜବାବ ଦେଇଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ବୃଦ୍ଧା ତୁଳା ବେହରାଙ୍କ ତ୍ୟାଗ କଥା ବଖାଣିଥିଲେ ପ୍ରଧାନମନ୍ତ୍ରୀ May 11, 2024 Papirani ଫୁଲବାଣୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ନାରାରେ କମ୍ପୁଛି ଜନସଭା । ଖାଲି ସେତିକି ନୁହେଁ ଓଡିଆରେ କହିଲେ ସମସ୍ତ ମାନ୍ୟଗଣ ଵ୍ୟକ୍ତିଙ୍କୁ ପ୍ରଣାମ ତାହାସହ ମଚଂରେ ଥିବା ଥିବା ତୁଳା ବେହେରାଙ୍କ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମୋଦିଙ୍କୁ ପାଣ୍ଡିଆନଙ୍କ ଚାଲେଞ୍ଜ; ନବୀନଙ୍କ ଶପଥ ଗ୍ରହଣକୁ ଦେଲେ ନିମନ୍ତ୍ରଣ May 11, 2024 Papirani ଆଜି ବୀରମିତ୍ରପୁରରେ ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଭିକେ ପାଣ୍ଡିଆନ୍ । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ କହିଛନ୍ତି ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି: ମୋଦୀ May 11, 2024 Papirani ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିନ୍ଟେଜ୍ ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ବିଜେଡି ନେତାଙ୍କ ବିରୋଧରେ ଲୋକଙ୍କ ମନରେ ରାଗ ଅଛି। କେତେ…
ବ୍ୟବସାୟ ଶ୍ରୀମନ୍ଦିର ରତ୍ନଭଣ୍ଡାର ବିଷୟ ନେଇ ବିଜେଡି ସରକାର ଉପରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି May 11, 2024 Papirani ଫୁଲବାଣୀ: ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି…
ଦେଶ ରାଜନୀତି ରାଜ୍ୟ ବିନା କାଗଜରେ ୩୦ଟି ଜିଲ୍ଲାର ନାଁ କହିପାରିବେନି ନବୀନ: ନରେନ୍ଦ୍ର ମୋଦି May 11, 2024 Nirvay ପୂର୍ବରୁ ମିତ୍ର କହିଥିଲେ ହେଲେ ଆଜି।ଫୁଲବାଣୀ ସଙ୍କଳ୍ପ ସମାବେଶ ସଭାରେ ନବୀନଙ୍କୁ ନିଶାନା କସିଛନ୍ତି ମୋଦି। ମୋଦି କହିଛନ୍ତି ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି, ନବୀନ ବାବୁଙ୍କୁ ସାଧା କାଗଜ ଖଣ୍ଡେ ଧରାଇ ଛିଡ଼ା କରାଯାଉ। ଏବଂ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ May 10, 2024 Papirani ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କିଛି ସମୟ ପରେ ସେ ମାଷ୍ଟର କ୍ୟାଣ୍ଟିନରୁ ବାଣିବିହାର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରିବେ । ତାଙ୍କ ରୋଡ ସୋ ପୂର୍ବରୁ ରାଜ୍ୟ ବିଜେପି ଉତ୍ସାହିତ ହୋଇଛି । ରାଜ୍ୟ ବିଜେପି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମୋଦୀଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି May 9, 2024 Papirani ମୋଦୀଙ୍କ ରୋଡ ଶୋ’ ପାଇଁ ଜାରିହେଲା ଟ୍ରାଫିକ ନିର୍ଦ୍ଦେଶନାମା । ମୋଦୀଙ୍କ ରୋଡ ଶୋ’ ସମୟରେ ବନ୍ଦ ରହିବ ସମସ୍ତ ଯାନବାହାନ ଚଳାଚଳ। ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା…