Tag: narendra modi

ଦେଶର ସ୍ୱପ୍ନ ୨୦୩୬ରେ ଭାରତରେ ଅଲିମ୍ପିକ୍ସ ଆୟୋଜନ: ମୋଦୀ

ଆଜି ଭାରତର ୭୮ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ୟାରିସରେ ଅଲିମ୍ପିକ୍ସ ପଦକ ହାସଲ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶରେ ଅଲିମ୍ପିକ୍ସକୁ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ…

ମେଡିକାଲ ଶିକ୍ଷା ପାଇଁ ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ସିଟ୍‌: ମୋଦୀ 

ଆଜି ସାରା ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବାସୀଙ୍କୁ ସମ୍ବୋଧନ କରି ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଥିବା କଥା କହିଛନ୍ତି…

ୱାୟନାଡ଼ରେ ହୋଇଥିବା ଭୂସ୍ଖଳନ ସ୍ଥାନରେ ପହଞ୍ଚି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ

କେରଳର ୱାୟନାଡ଼ରେ ହୋଇଥିବା ଭୂସ୍ଖଳନ ସ୍ଥାନରେ ପହଞ୍ଚି ଆକାଶମାର୍ଗ ସହ ଗ୍ରାଉଣ୍ଡରେ ନିଜେ ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗ୍ରାଉଣ୍ଡରେ ରିଲିଫ ଓ ରେସକ୍ୟୁର ସମୀକ୍ଷା କରିବା ସହ ଉଦ୍ଧାରକାରୀ ଦଳଙ୍କ ଠାରୁ ସ୍ଥିତି ସଂପର୍କରେ ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ପରେ…

ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:ସବୁ ବର୍ଗଙ୍କୁ ଦିଆଯିବ ଗୁରୁତ୍ବ

ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି…

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପଦ୍ମଶ୍ରୀ ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ । ସେ ନିଜ ସୋସିଆଲ ମିଡ଼ିଆରେ ଟୁଇଟ୍ କରି ଲେଖିଛନ୍ତି ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ। ଶ୍ରୀମତୀ କମଳା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଆଜି ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ହେମନ୍ତ ସୋରେନ । ଆଜି…

ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ

ବଜେଟ୍ ପୂର୍ବରୁ ମୋଦିଙ୍କ ବୈଠକ । ସାଧାରଣ ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ । ଜୁଲାଇ ୨୩ରେ ମୋଦି ସରକାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୩.୦ ଉପସ୍ଥାପନ କରିବେ। ଏହି ବଜେଟ ସମ୍ବନ୍ଧରେ ଏହି ବୈଠକ…

ଅଷ୍ଟ୍ରିଆରେ ବନ୍ଦେ ମାତରଂ ଗାନକରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କରାଗଲା ସ୍ଵାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ପହଞ୍ଚିଛନ୍ତି। ଆଜି ଅଷ୍ଟ୍ରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟସ୍ୱାଗତ କରାଯାଇଛି ।ପ୍ରାୟ ୪୦ ବର୍ଷ ପରେ, ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଷ…

ମସ୍କୋରେ ଓଡ଼ିଆ ସ୍କାର୍ଫ ପିନ୍ଧିଲେ ମୋଦି

ଆଜି ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ସହ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ କହିଥିଲେ। ମୋଦି ସେଠାରେ ସେ ଓଡ଼ିଆ ସ୍କାର୍ଫ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହା ଭିତରେ ରଥଯାତ୍ରା ସହ ମହାପ୍ରଭୁଙ୍କ…

ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ପାଳିରେ ୩ଟି ବଡ଼ କାମ କରିବୁ ବୋଲି କହିଛନ୍ତି। ଭାରତ ବିଶ୍ୱର ତୃତୀୟ ଅରଥଶକ୍ତି ଦେଶ ହେବ। ୩ କୋଟି ଘର, ୩ କୋଟି ମହିଲଳାଙ୍କୁ ଲକ୍ଷପତି ଦିଦି…