ତାଜା ଖବର ରାଜ୍ୟ PMAY-U 2.0: PMAY-U 2.0 ସଂସ୍କାରରେ ଓଡ଼ିଶାର ବାଜିମାତ: କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ସ୍ୱତନ୍ତ୍ର ସମ୍ମାନ October 5, 2026 Papirani ସହରାଞ୍ଚଳ ଆବାସ କ୍ଷେତ୍ରରେ ଓଡ଼ିଶା ପୁଣି ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U) 2.0 ଅଧୀନରେ ଦେଶର ସର୍ବାଧିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ ଓଡ଼ିଶାକୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ପେଶାଲ…