ତାଜା ଖବର ରାଜ୍ୟ Congress Slams Odisha Govt: ଜେଏସ ଡବ୍ଲୁ / ପୋସ୍କୋ ପ୍ରେମରେ ମୋହନ ସରକାର; ଆଦିବାସୀଙ୍କ ସ୍ୱାର୍ଥ ପଦଦଳିତ – ଯୁବ କଂଗ୍ରେସ July 6, 2026 Papirani ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ଶିଳ୍ପାୟନ ନାମରେ ମୋହନ ସରକାର ଆଦିବାସୀ, ଦଳିତ, ଓବିସି ଓ ବନବାସୀ ମାନଙ୍କର ସର୍ବସ୍ୱାନ୍ତ କରିବାକୁ ଚକ୍ରାନ୍ତ କରିଛନ୍ତି…