Tag: Malyagiri forest

Three Tourists Missing in Maligiri Hills: ମାଲ୍ୟଗିରି ପାହାଡ଼ରେ କେନ୍ଦୁଝରର ୩ ପର୍ଯ୍ୟଟକ ନିଖୋଜ

ଅନୁଗୋଳ ମାଲ୍ୟଗିରି ପାହାଡ଼ରେ ୩ ପର୍ଯ୍ୟଟକ ନିଖୋଜ। ପ୍ରାୟ ୩ହଜାର ୯୯୬ ଫୁଟ ଉପରେ ଫସିଛନ୍ତି । ଗତକାଲି କେନ୍ଦୁଝରର ୭ ଜଣିଆ ପର୍ଯ୍ୟଟକ ଦଳ ମାଲ୍ୟଗିରି ଚଢ଼ିଥିଲେ । ଖୁଲୁଡି ଶିବ ମନ୍ଦିର ନିକଟରୁ ଚଢ଼ିଥିଲେ ସମସ୍ତ ପର୍ଯ୍ୟଟକ ।…