Tag: Mahuri Award 2026

Mahuri Award 2026: ମହୁରୀ ପୁରସ୍କାର-୨୦୨୬ ପାଇଁ ମନୋନୀତ ହେଲେ ଗାଳ୍ପିକା ତଥା ଅନୁବାଦିକା ଡ. ସ୍ୱପ୍ନା ମିଶ୍ର

ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପରିଚିତ ହସ୍ତାକ୍ଷର ତଥା ବିଶିଷ୍ଟ ଗାଳ୍ପିକା, ଔପନ୍ୟାସିକା ଏବଂ ଅନୁବାଦିକା ଡ. ସ୍ୱପ୍ନା ମିଶ୍ର ୨୦୨୬ ମସିହାର ସମ୍ମାନଜନକ ‘ମହୁରୀ ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି…