Tag: Lok Sabha

ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍‌-୨୦୨୫

ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍‌-୨୦୨୫ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଅନଲାଇନ୍ ଗେମିଂ ପ୍ରମୋସନ୍ ଏବଂ ନିୟନ୍ତ୍ରଣ ବିଲ୍୨୦୨୫ ଆଗତ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍‌ରେ…

ଏଣିକି ୩୦ ଦିନ ଜେଲ୍‌ରେ ରହିଲେ ଯିବ ମନ୍ତ୍ରୀ ପଦ

ଏଣିକି ଆଇନ୍ ଅଧୀନରେ ରହିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ । ସଙ୍ଗୀନ ଅପରାଧ ମାମଲାରେ ଗିରଫ ହେଲେ ଯିବ ପଦ । ଲଗାତାର ୩୦ ଦିନ ଜେଲରେ ରହିଲେ ଇସ୍ତଫା ନ ଦେଲେ ବି ପଦ…

ଲୋକସଭାରେ ବିଳମ୍ବିତ ରାତ୍ରିରେ ପାରିତ ହେଲା ୱାକଫ ବିଲ୍

ଲୋକସଭାରେ ଗୃହୀତ ହେଲା ୱାକଫ୍ ସଂଶୋଧନ ବିଲ୍ ।ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରବଳ ବିତର୍କ ପରେ ଲୋକସଭାରେ ଗୃହୀତ ହୋଇଛି ୱାକଫ ସଂଶୋଧନ ବିଲ୍-୨୦୨୫। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ୧୨…

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍ ।ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କରିବେ ସରକାର । ସମସ୍ତ ରାଜନୈତିକ ଦଳ ସହିତ ବ୍ୟାପକ ପରାମର୍ଶ ପରେ, ଆଜି ଲୋକସଭାରେ ୱାକଫ୍‌ ସଂଶୋଧନ ବିଲ୍ ଆଗତ କରାଯିବ। ୮…

ଲୋକସଭାରେ ଆଗତ ହେଲା ନୂଆ ଆୟକର ବିଲ୍ ୨୦୨୫

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଆଜି ନୂଆ ଆୟକର ବିଲ୍ ଆଗତ କରିଛନ୍ତି । ଫେବୃଆରୀ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍ କୁ ଅନୁମୋଦନ କରିଥିଲା । ଏହି ନୂଆ ବିଲ୍ ପ୍ରାୟ ୬୦ ବର୍ଷ ପୁରୁଣା…

ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ପାଇଁ ନୂଆ ଅଧିସୂଚନା

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସଭା ଭବନରେ ପ୍ରବେଶ କରିବା ପାଇଁ ସାମ୍ବାଦିକଙ୍କୁ ମିଳିଲା ଅନୁମତି । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଏନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍

ଆଜି ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ୱାନ୍ ନେସନ୍…

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ସେଥିମଧ୍ୟରୁ…

ଦେଶକୁ ଚକ୍ରବ୍ୟୁହରେ ଫସେଇ ଦିଆଯାଇଛି କହି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ବଜେଟ୍‌ ଉପରେ ଲୋକସଭାରେ ଚର୍ଚ୍ଚାବେଳେ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସରକାରଙ୍କୁ ବିଭିନ୍ନ ଦିଗରୁ ଘେରିବା ସହିତ ବହୁ ପ୍ରଶ୍ନ କରିଛନ୍ତି ରାହୁଲ। ଏହି ବଜେଟ ଭେଦଭାବପୂର୍ଣ୍ଣ ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କ…

ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ

ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମତ ରଖିବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଅଭିଭାଷଣ ରଖିବେ ମୋଦି। ଗତକାଲି…