ତାଜା ଖବର ରାଜନୀତି ରାଜ୍ୟ Jual Trapped in Khushbu Net: ଖୁସ୍ବୁଙ୍କ ପାଇଁ ଡେଇଁପଡ଼ି ଛନ୍ଦିହେଲେ ଜୁଏଲ August 23, 2026 Papirani ବେଳେବେଳେ ଅନ୍ୟ କାହା ପାଇଁ ବିବାଦ ଭିତରକୁ ଲମ୍ଫ ମାରିବା ନେତାଙ୍କ ପାଇଁ ମହଙ୍ଗା ପଡ଼େ । ନିଜ କଡ଼ା ଜବାବରେ ଫଶିହୋଇଯାଆନ୍ତି ନେତା । ଏମିତି ଆଉ ଏକ ଉଦାହରଣ ରଖିବାକୁ ଯାଉଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ…