ତାଜା ଖବର ରାଜ୍ୟ Reels on Railway Track: ମହଙ୍ଗା ପଡ଼ିଲା ରିଲ୍ସ ନିଶା; ଟ୍ରେନ୍ ଲାଇନରେ ରିଲ୍ସ ବେଳେ ନାବାଳକ ମୃତ October 10, 2026 Nirvay ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ନାବାଳକଙ୍କ ପାଇଁ ମହଙ୍ଗା ପଡ଼ିଛି । ରେଳ ଧାରଣାରେ ରିଲ୍ସ ତିଆରି କରୁଥିବା ବେଳେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା…