ତାଜା ଖବର ରାଜ୍ୟ Jagannath Land Reclaimed in Puri: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଖାତାକୁ ଫେରିଲା ୧ ହଜାର ୬୦ କୋଟି ଟଙ୍କାର ୮୧ ଏକର ଜମି November 28, 2026 Nirvay ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିକୁ ଫେରାଇ ଅଣାଯାଇଛି। ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିକଟରେ ଥିବା ୮୧ ଏକର ଜମି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏହି ଜମିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ ହଜାର ୬୦ କୋଟି ଟଙ୍କା…