Tag: internship programme

Internship Programme in Odisha: ୧.୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍‌ ସୁଯୋଗ: ସୂର୍ଯ୍ୟବଂଶୀ ସୂରଜ

୨୦୨୫-୨୬ରେ ୧ ଲକ୍ଷ ୧୮ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍ ସୁଯୋଗ। ଏ ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ବିଭିନ୍ନ ବିଭାଗୀୟ ଅଫିସରେ ୧.୧୮ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍ ସୁଯୋଗ।…