ତାଜା ଖବର ରାଜ୍ୟ New Rules for Plus II Exams: ଯୁକ୍ତ ୨ ପରୀକ୍ଷାକୁ ନେଇ ନୂଆ ନିଷ୍ପତ୍ତି, ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ August 29, 2026 Nirvay ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ । ଏନେଇ CHSE ସିଲାବସ୍ କମିଟି ବୈଠକରେ ନୂଆ…