Tag: Hockey

Saffron Jersey Row: ଜର୍ସି ରଙ୍ଗ ପରିବର୍ତ୍ତନ ବିବାଦ; ସ୍ପଷ୍ଟୀକରଣ ମାଗିଲେ ସଭାପତି ଦିଲୀପ ତିର୍କୀ

ଭାରତୀୟ ହକି ଦଳର ପାରମ୍ପରିକ ନୀଳ ଜର୍ସିକୁ ଆସନ୍ତା ଏଫ୍.ଆଇ.ଏଚ୍. ହକି ବିଶ୍ଵକପ୍ (FIH Hockey World Cup) ପାଇଁ କେଶରିଆ (ସାଫ୍ରନ୍) ରଙ୍ଗରେ ପରିବର୍ତ୍ତନ କରାଯିବା ନିଷ୍ପତ୍ତିକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ଜର୍ସି ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିର…

୨୦୩୬ ଅଲିମ୍ପିକ୍ସ ନେଇ ଆଶାୟୀ ଭାରତ; ଓଡ଼ିଶାରେ ହେଇପାରେ ହକି ଇଭେଣ୍ଟ

୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଶାୟୀ ଭାରତ । କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ୨୦୩୬ ଅଲିମ୍ପିକ୍ସର ହୋଷ୍ଟ ସିଟି ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଓଡ଼ିଶାରେ ୨୦୩୬ ଅଲିମ୍ପିକ୍ସ ହକି କୁ ନେଇ ରାଜ୍ୟବାସୀଙ୍କ ମନରେ ଆଶା ବଢ଼ିଛି । ଅହମ୍ମଦାବାଦରେ…

ମାଇକେଲ ଓ ଦିଲୀପ ଯାହା ପାଇନଥିଲେ ତାହା ପାଇଗଲେ ଦୀପସାନ ଓ ଶିଳାନନ୍ଦ

ସମୟ ଆସିଲେ ବା ପାଇବାର ସମୟ ହେଲେ ତାହା ମିଳିବ ହିଁ ମିଳିବ। କେହି ତାହାକୁ ବଦଳାଇପାରିବେ ନାହିଁ। ତେବେ ସମୟକୁ ଚାହିଁ ବସିଲେ ରହିଲେ ନାହିଁ ବଡ଼ ଏକ ସଫଳତା ଓ ଲକ୍ଷ୍ୟରେ ପହଞ୍ଚିବା ସକାଶେ ଏକ ନିଷ୍ଠାପର ଉଦ୍ୟମର…

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫ ସଂସ୍କରଣ…

ପି.ଆର ଶ୍ରୀଜେଶ ଜୁନିୟର ପୁରୁଷ ହକି ଟିମର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ଷ୍ଟାର ପ୍ଲେୟାର ପି.ଆର ଶ୍ରୀଜେଶ ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ଅବସର ନେଇଥିଲେ। ଏହା ମଧ୍ୟରେ ହକି ଇଣ୍ଡିଆ ଶ୍ରୀଜେଶଙ୍କ ଏକ ବଡ଼ ଦାୟିତ୍ୱ ଦେଇଛି। ଅବସରପ୍ରାପ୍ତ ଗୋଲକିପର…

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ରେ ଓଡ଼ିଶାର ଅମିତ ରୋହିଦାସ

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ କରାଯାଇଛି । ଜୁଲାଇ ୨୬ରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବ। ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ । ରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ…

୨୦୩୬ ଯାଏ ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ରହିବ ଓଡ଼ିଶା

କ୍ରୀଡାର ପ୍ରୋତ୍ସାହନ ପାଇଁ ଓଡ଼ିଶାର ନୂଆ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଯାଏ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ରହିବ । ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ଥିଲା । ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି…

ଭୁଶୁଡିଛି ବ୍ୟବସ୍ଥା ଓ ତାଲିମ : ଅନଲାଇନରେ ମିଳିବେ କି ଅସଲ ପ୍ରତିଭା?

ବିରାଟ ବିରାଟ ଭିତ୍ତିଭୂମି ଓ ଚକମକ ଆଡମ୍ବରରୁ ସୃଷ୍ଟି ହୁଅନ୍ତି ନାହିଁ ପ୍ରତିଭାମାନେ । ଆମର ବିରାଟ ବିରାଟ କ୍ରୀଡ଼ା ଭିତ୍ତିଭୂମି ଯଦି ଆମ ଘରର (ରାଜ୍ୟର) ଗୁଣାତ୍ମକ ଖେଳାଳି ସୃଷ୍ଟିରେ ସହାୟକ ନହେଲା, ତା’ ହେଲେ ଏସବୁର ମୂଲ୍ୟ କଣ…