ତାଜା ଖବର ରାଜ୍ୟ Kartika Brata 2026: ଆଜିଠାରୁ ନିଶୁକ୍ଳ ହବିଷ୍ୟାଳି ଯୋଜନା ପାଇଁ ଅନଲାଇନ୍ ଆବେଦନ ଆରମ୍ଭ October 6, 2026 Papirani ପବିତ୍ର କାର୍ତ୍ତିକ ମାସରେ ପୁରୀ ଶ୍ରୀକ୍ଷେତ୍ରରେ ବ୍ରତ ପାଳନ କରିବାକୁ ଇଚ୍ଛୁକ ହବିଷ୍ୟାଳିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ନିଶୁଳ୍କ ହବିଷ୍ୟାଳି ଯୋଜନା’ ଅଧୀନରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି। ଆଶାୟୀ ବ୍ରତଧାରୀମାନେ ରାଜ୍ୟ ସରକାରଙ୍କ ସରକାରୀ ପୋର୍ଟାଲ୍…