ତାଜା ଖବର ଦେଶ ରାଜନୀତି 3 Free LPG Cylinders per Family in Tamilnadu: ତାମିଲନାଡୁରେ ପ୍ରତି ପରିବାରକୁ ମିଳିବ ବର୍ଷକୁ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର August 24, 2026 Papirani ତାମିଲନାଡୁରେ ପ୍ରତି ପରିବାରକୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟ ବିଧାନସଭାରେ ରାଜ୍ୟବାସୀଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଓ କଲ୍ୟାଣକାରୀ ଯୋଜନାର ଘୋଷଣା କରିଛନ୍ତି। ଯୋଜନା ଅନୁସାରେ ତାମିଲନାଡୁରେ ପ୍ରତି ପରିବାରକୁ ବର୍ଷକୁ ୩ଟି ମାଗଣା…