ତାଜା ଖବର ରାଜନୀତି ରାଜ୍ୟ BJP Slams BJD Over Naveen Foreign Visit Probe: ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଖର୍ଚ୍ଚ ତଦନ୍ତ ପ୍ରସଙ୍ଗ: ବିଜେଡିକୁ ବିରଂଚି ନାରାୟଣଙ୍କ କଡ଼ା ସମାଲୋଚନା November 22, 2026 Papirani ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି.କେ. ପାଣ୍ଡିଆନଙ୍କ ବିଦେଶ ଗସ୍ତ ଖର୍ଚ୍ଚକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ଓଡ଼ିଶା ରାଜନୀତିରେ ନୂଆ ମୋଡ଼ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ଅଧିକାରୀସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ…