Tag: fire services

ପୋଷ୍ଟିଂ ପାଇଁ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଶାୟୀ

ନିଯୁକ୍ତି ପତ୍ର ମିଳିଲେ ମଧ୍ୟ ହେଉନି ପୋଷ୍ଟିଂ । ଚାକିରୀକୁ ନେଇ କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶହଶହ ଆଶାୟୀ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଭାବେ ନିଯୁକ୍ତି ପତ୍ର ମିଳିଥିଲେ ବି…