Tag: Final List

Final List for Student Union Polls: ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ, ମୈଦାନରେ ୬,୩୬୨ ପ୍ରାର୍ଥୀ

ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ରାଜ୍ୟର ୩୪୭ଟି କଲେଜରେ ମୋଟ ୬,୩୬୨ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢ଼ିବେ । ବିଭାଗର ତଥ୍ୟ ଅନୁଯାୟୀ,…