Tag: Elections 2024

ଖଲ୍ଲିକୋଟରେ ରାଜନୈତିକ ହିଂସା, ଚାଲିଗଲା ଜଣଙ୍କ ଜୀବନ

ରାଜନୈତିକ ହିଂସାର କରୁଣ ପରିଣିତି ଚାଲିଗଲା ଜଣଙ୍କ ଜୀବନ।ଖଲ୍ଲିକୋଟରେ ରାଜନୈତିକ ହିଂସାରେ ଗୁରୁତର ଆହତ ହୋଇଥିବା ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଶ୍ରୀକୃଷ୍ଣଶରଣପୁର ଗାଁରେ ପୋଷ୍ଟର…

ପୋଷ୍ଟର ମରାକୁ କେନ୍ଦ୍ର କରି ରାଜନୈତିକ ହିଂସା

ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ରାଜନୈତିକ ହିଂସା ଦେଖିବାକୁ ମିଳିଛି । ହନୁମାନ ମନ୍ଦିର ନିକଟରେ ଖଣ୍ଡା ଧରି ସଂଘବଦ୍ଧ ଆକ୍ରମଣ ।ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ…

ପ୍ରଚାର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ୧୬ ଏବଂ ୧୭ ତାରିଖରେ ସେ ଓଡ଼ିଶାରେ ମାରାଥନ ପ୍ରଚାର କରିବେ। ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ ବୋଲି ଜଣା ପଡିଛି। ୧୬…

ବିକଶିତ ଭାରତ ସହ ବିକଶିତ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ :ଓମ ବିର୍ଲା

ରାଜ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗୁଛି । ଓଡିଶାକୁ କେନ୍ଦ୍ର ନେତୃତ୍ୱଙ୍କ ଗସ୍ତ ଓ ପ୍ରଚାର ବିଜେପି ପ୍ରାର୍ଥୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରୁଛି । ଏଥିରେ ପଛେଇ ନାହିଁ ସମ୍ବଲପୁର ର ନିର୍ବାଚନୀ ମାହୋଲ । ଆସନ୍ତା ୨୫ ରେ…

କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରୋଡ-ଶୋ

କଟକରେ ରୋଡ-ଶୋ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସୋରଡାରୁ ହେଲକପ୍ଟର ଯୋଗେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ସଡକ ପଥରେ କଟକ ଯାଇଛନ୍ତି ଅମିତ ଶାହା । ସମାଜ ଅଫିସରୁ ଗୋପବନ୍ଧୁ ବାଗ, ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର,…

ପରିକ୍ରମା ପ୍ରକଳ୍ପ ନାଆଁ ରେ ମଠ ମନ୍ଦିର ଭାଙ୍ଗିଲେ: ଅମିତ ଶାହ

ଓଡ଼ିଶା ଗସ୍ତରେ ଆସି ଆଜି ସୋରଡ଼ାରେ ପହଞ୍ଚିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଛନ୍ତି। ସୋରଡ଼ା ସଭାରେ ଆସୁ ଆସୁ ଜୋଶ୍‌ ଭରିଲେ ଶାହ। ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେବା…

କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲିରେ ମହିଳାଙ୍କୁ ମାଡ଼

କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନଙ୍କ ରାଲି ବେଳେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା । ବେଗୁନିଆପଡ଼ା ପଞ୍ଚାୟତରେ ଲତିକା ପ୍ରଧାନ ରାଲି କରୁଥିବା ବେଳେ ବିଜେଡି କର୍ମୀଙ୍କ ମାଡରେ ମହିଳା ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ,…

ଆସନ୍ତାକାଲି ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶାରେ ସରକାର କରିବା ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ । ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଆସନ୍ତାକାଲି ସକାଳୁ ମାଉସୀ ମାଆ ମନ୍ଦିରଠାରୁ…

୧୭ରେ ଓଡିଶା ଆସିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ

ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ରାଜ୍ୟର ୩ଟି ସ୍ଥାନରେ କରିବେ ପ୍ରଚାର । ଭୁବନେଶ୍ୱର ଓ କଟକରେ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୭୫.୬୮% ମତଦାନ ହୋଇଛି

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୭୫.୬୮% ମତଦାନ ହୋଇଛି।ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଥିବା ବେଳେ ସବୁଠୁ ଅଧିକ ନବରଙ୍ଗପୁରରେ ହୋଇଛି।ସେହିପରି ସବୁଠୁ କମ୍ ବ୍ରହ୍ମପୁରରେ ମତଦାନ ହୋଇଛି।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ସ୍ବାଭିମାନ ଅଞ୍ଚଳର…