Tag: DPC Office

Vigilance Traps DPC Office Programmer: ଭିଜିଲାନ୍ସ ଜାଲରେ ଡିପିସି ଅଫିସର ପ୍ରୋଗ୍ରାମର

ଜଗତସିଂହପୁର ଜିଲ୍ଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଲାଞ୍ଚ ନେଉଥିବା ବେଳେ ଡିପିସି ଅଫିସର ପ୍ରୋଗ୍ରାମର ଚନ୍ଦ୍ରକାନ୍ତ ପରିଜା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ କରାଇଦେବା ବାବଦକୁ…